
ସାମଗ୍ରୀ:
ଅଙ୍ଗୁର ରସ (କଳା)-୧ ଗ୍ଲାସ୍
ବ୍ଲାକ କରାଣ୍ଟ ଜାମ୍-୨ ଟେବୁଲ୍-ଚାମଚ
ଗୁଣ୍ଡ ଚିନି- ୨ ଟେବୁଲ୍-ଚାମଚ
କ୍ରୀମ୍ -୨ ଟେବୁଲ୍-ଚାମଚ
ଆରାରୁଟ୍ ପାଉଡର-୧ ଟେବୁଲ୍-ଚାମଚ
ପ୍ରଣାଳୀ:
ଅଙ୍ଗୁର ରସରେ ବ୍ଲାକ୍ କରାଣ୍ଟ ଜାମ୍ ମିଶାଇ ଘାଣ୍ଟନ୍ତୁ । ଚିନି ପକାଇ,ଆରାରୁଟ୍ ଆଉଡର ମିଶାଇ ଆଞ୍ଚରେ ବସାଇ ବହଳିଆ କରନ୍ତୁ। ଶେଷରେ କ୍ରୀମ୍ ପକାଇ କାଢି ଥଣ୍ଡା ହେଲେ ବ୍ଲେଣ୍ଡ କରି କପ୍ରେ ଭରି ଫ୍ରିଜରେ ରଖନ୍ତୁ ।