ପଥରୋଧକାରୀମାନେ ଅପଦସ୍ଥ ହୋଇପାରନ୍ତି। ବିଭିନ୍ନ ସ୍ତରରୁ ସହଯୋଗ ପାଇ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ବିବାଦୀୟ ବତିର୍କରୁ ଓହରିଯାଇପାରନ୍ତି। ପତ୍ନୀଙ୍କ ସ୍ୱାସ୍ଥ୍ୟସେବାରେ ଧନ ବ୍ୟୟ ହେବ। ଶ୍ରେଷ୍ଠାସନରେ ଆସୀନ…
Latest Rashiphala in Odisha
ବିଦ୍ୟାଭ୍ୟାସୀ ହୋଇ ଜୀବନର ଅନ୍ଧକାରକୁ ସମାପ୍ତ କରିବାର ପଥ ବାଛି ନେଇପାରନ୍ତି। କୁଳପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ଯଶସ୍ୱୀ ହେବେ। ପାରିବାରିକ ସ୍ନେହ୍…
ଯତ୍ନ ଅଧ୍ୟବସାୟ ଓ ଉଦ୍ୟମ ବଳରେ ଈପ୍ସିତ ଆର୍ଥିକ ସହାୟତା ମିଳିବ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଆର୍ଥିକ ସ୍ତିତି ସୁଦୃଢ଼ ହେବ।…
ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ଭୋଗ-ବିଳାସରେ ଅତବିାହିତ ହୋଇପାରେ।ସୁଖ-ସମୃଦ୍ଧି ମୂଳଦୁଆ ପଡିବ। ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ। ଦାମ୍ପତ୍ୟ ଜୀବନ ସଖୁପ୍ରଦ ହେବ। ସ୍ୱାଭିମାନୀ ହେବେ। ଭା୍ଗୁଆଳ…
ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିପାରନ୍ତି। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ। ଆଭା, ପ୍ରଭା, ପ୍ରତିଭାସମ୍ପନ୍ନ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ।…
ଅନଟନର ସମ୍ମୁଖୀନ ହେଲେ ବି; ସ୍ୱାଭିମାନର ସହ ଚଳିବେ। ସହଯୋଗୀ ବ୍ୟବସାୟ ଲାଭଦାୟକ ହୋଇପାରେ। ବିବେକାନୁମୋଦିତ କାର୍ଯ୍ୟ କରି ଧର୍ମାଧର୍ମର ମାର୍ଗ ବାଛିନେବେ। ସତର୍କତାର ଦିନ। ବନ୍ଧୁ…
କାର୍ଯ୍ୟରେ ସଫଳତା ମିଳିବ। ସର୍ବ ସୁଖ ଭୋଗ କରିପାରନ୍ତି। ଆମୋଦ-ପ୍ରମୋଦର ସୁଯୋଗ ଅଛି। ସୁଷମ ଖାଦ୍ୟ ପ୍ରାପ୍ତ୍ ହେବେ। ପ୍ରଥିତ ପ୍ରଭାବ ସମ୍ପନ୍ନ ହେବେ। ଜିତେନ୍ଦ୍ରିୟ ହେବେ।…
କଳକୌଶଳ ପ୍ରୟୋଗ କରି ଶତ୍ରୁପକ୍ଷଙ୍କୁନିଜ ନିୟନ୍ତ୍ରଣକୁ ଆଣିପାରନ୍ତି। ମନ ମଧ୍ୟରେ ଉଙ୍କିମାରୁଥିବା ଆଶଙ୍କା ଶଙ୍କଶୂନ୍ୟହୋଇପାରେ। ନମ୍ରତାର ପ୍ରତୀକ ହେବେ। ଋଣମକ୍ତୁ ହେବେ। ଅଧ୍ୟାପନାର ପ୍ରସ୍ତୁତି ସ୍ୱରୂପ ଅଧ୍ୟୟନରତ…
ଅନାବଶ୍ୟକ ଖର୍ଚ୍ଚ ପାଇଁ ମନସ୍ତାପ କରିପାରନ୍ତି। ଭାତୃ ସ୍ନେହ ଦୃଢ଼ତର ହେବ। ଶରୀର ସୁସ୍ଥ ରହିବ। ଚତୁର ଓ ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଚମତ୍କାରିକ ଲାଭପ୍ରାପ୍ତ…
ଅନ୍ୟର ମଙ୍ଗଳ କାମନା କରି ନିଜେ ଉପକୃତ ହେବେ। କାର୍ଯ୍ୟରେ ସଫଳତା ମିଳିବ। ଶିକ୍ଷା କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରିପାରନ୍ତି। ଅର୍ଥ ମିଳିବ। ଦାମ୍ପତ୍ୟ ଜୀବନ…