Latest Rashiphala in Odisha

ବୁଲିବାରେ ଅଧିକ ସମୟ ବ୍ୟୟ କରିବୋ ବାଲ୍ୟ ବନ୍ଧୁ ସହିତ ଦେଖା ହୋଇପାରେ ନୂଆ କାର୍ଯ୍ୟରେ ଆଗ୍ରହ ବଢ଼ିବା କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବୋ…

ଉଦାର ଚରିତଯୁକ୍ତ ହୋଇପାରନ୍ତି।ଦାନ-ଧର୍ମକୁ ଶ୍ରେୟ ମଣିବେ। ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ରହିବେ। ଜଣେ ଆଦର୍ଶ କୃଷକଭାବେ ଚାଷୀଙ୍କୁ ଦିଗ୍‌ଦର୍ଶନ ଦେବେ। ମନ…

ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ଭୋଗ-ବିଳାସରେ ଅତବାହିତ ହୋଇପାରେ। ସଖ-ସମୃଦ୍ଧିର ମୂଳଦୂଆ ପଡିବ। ବଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାଭମିାନୀ ହେବେ।…

ଦ୍ୱିଜା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ଆର୍ଥିକ ସ୍ତିତିରେ ସ୍ୱଚ୍ଛଳତା ଦେଖାଦେବ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ଉଠାଇବାକୁ ସକ୍ଷମ ହେବେ। ଅଶ୍ୱିନୀ ଓ କୃତ୍ତିକା୍ ନକ୍ଷତ୍ରଜାତ…

ଈଶ୍ୱରୀୟ ଭକ୍ତି ଓ ରାଷ୍ଟ୍ରଭକ୍ତିକୁ ସମଦୃଷ୍ଟିରେ ତୁଳନା କରପାରନ୍ତି। ମନ ପ୍ରସନ୍ନ ରହିବ। ଭାଷା ଓ ବ୍ୟବହାର ଭଦ୍ରୋଚିତ୍ତ ହେବ।୍ପ୍ରେମୀ ଓ ସାହସୀ ହେବେ। ବନ୍ଧୁପ୍ରେମୀ ଓ…

ବିବିଧ ଉପାୟରେ ଧନ ଅର୍ଜନ କରି ସଞ୍ଚୟାଭିମଖୁୀ ହେବେ। ବହୁ ଧାର୍ମିକ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ବହୁବିଦ୍ୟା ପାରଙ୍ଗମ୍ ହୋଇପାରନ୍ତି।ସଦାସର୍ବଦା ପ୍ରୀତିପୂର୍ଣ୍ଣ ରହିବେ। ରାଜେଶ୍ୱର ପଦପଦବୀ ପ୍ରାପ୍ତିର…

ଧନୀ ଓ ଧର୍ଯ୍ୟବାନ୍ ହୋଇପାରନ୍ତି। ମିତ୍ର ଓ ବନ୍ଧୁଙ୍କ ହିତକାରୀ ହେବେ। କ୍ଷମାଶୀଳ ହେବେ। ତୀକ୍ଷଣ ବୁଦ୍ଧିଯୁକ୍ତ ହେବେ।ଯାନବାହନ ସୁଖ ମିଳିବ। ଘାତଚନ୍ଦ୍ର ହେତୁ ସତର୍କରେ୍ ଚଳିବେ।…

ବହୁବ୍ୟକ୍ତି ଶୁଭେୁ୍ଚ୍ଛା ଗ୍ରହଣ କରି ସେମାନଙ୍କ ସହିତ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି।ଐଶ୍ୱର୍ଯ୍ୟ ପ୍ରାପ୍ତି ସୂଚନା ମିଳୁଛି। ‌ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। କର୍ମଚଞ୍ଚଳ ରହିବେ।…

କର୍ମଚଞ୍ଚଳ ରହିବେ। ଧନଶାଳୀ ହୋଇପାରନ୍ତି। ଲୋଭାସକ୍ତ ହେବେ। ପରସେବକ ହୋଇପାରନ୍ତି। ଆୟ ଆଶାନୁରୂପ ହେବ। ଲୋକପୂଜ୍ୟ ହୋଇପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ। ଦେବ କାର୍ଯ୍ୟ ସମ୍ପାଦନ କରିବେ।…

କର୍ମଚଞ୍ଚଳ ରହିବେ। ଏକାନ୍ତରେ ମୌନ ରହି ଚତୁର୍ବେଦର ସାର ଓଁକାରରେ ଧ୍ୟାନମଗ୍ନ ହୋଇପାରନ୍ତି। ରାଜଯୋଗ ଥିବାରୁ ଅସାଧାରଣ ହେବା ଆଶା କରାଯାଏ। ଚତୁର ଓ ଧାର୍ମିକ ପ୍ରବୃତ୍ତିର…