Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Veg Recipe»Odia Recipe Bhendi Masala
    Veg Recipe

    Odia Recipe Bhendi Masala

    lizaBy lizaJuly 28, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Bhendi Gota Masala
    Bhendi Gota Masala
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ– ୨୫୦ଗ୍ରାମ ବେସନ
    ୨ ଚାମଚ ଲଙ୍କାଗୁଣ୍ଡ
    ନଡିଆକାରା ୨ ଚାମଚ
    ଗରମମସଲା ୧ ଚାମଚ
    ଚିନି ଅଧ ଚାମଚ,
    ଧନିଆପତ୍ର କଟା ୨ ଚାମଚ
    ଗୋଟିଏ ଲେମ୍ବୁର ରସ
    ସୋରିଷ
    ହେଙ୍ଗୁ
    ହଳଦୀ
    ତେଲ ଲୁଣ ପରିମାଣ ଅନୁଯାୟୀ ।
    ପ୍ରଣାଳୀ– ଭେଣ୍ଡିଗୁଡିକ ଧୋଇ କନାରେ ପୋଛିନେବେ । ପ୍ରତ୍ୟେକ ଭେଣ୍ଡିକୁ ଲମ୍ବାପଟେ ଟିକେ ଚିରିଦେବ ଏବଂ ସେଥିରେ ବେସନ, ଲଙ୍କାଗୁଣ୍ଡ, ଗରମମସଲା, ଚିନି ରସ ଗୋଳେଇ ପୁର ଦେଇଦେବେ । କଡେଇରେ ତେଲ ଦେଇ ସୋରିଷ, ହେଙ୍ଗୁ ହଳଦୀଗୁଣ୍ଡ ପକେଇବେ ଏବଂ ପୁରଦିଆ ଭେଣ୍ଡି ଗୁଡିକ ଗୋଟିକ ପରେ ଗୋଟିଏ ପକେଇବ । ଢାଙ୍କୁଣି ଦେଇ ସିମ୍‌ରେ ବସେଇବେ । ଓହ୍ଲାଇବା ଆଗରୁ ନଡିଆକୋରା ଓ ଧନିଆପତ୍ର ଦେଇ ଖାଇବାକୁ ଦେବେ ।

    Masala Bhendi Gota Recipe Odia Bhendi Recipe Odia Recipe Bhendi Masala
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Odia Recipe Gota Baigana

    July 29, 2023

    ଗାଜର ହାଲୱା

    March 31, 2022

    ମନ୍ଦିର ଡାଲମା

    March 29, 2022

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.