Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»କଙ୍କଡା ତରକାରି
    Odia Recipe

    କଙ୍କଡା ତରକାରି

    lizaBy lizaMarch 18, 2022No Comments1 Min Read
    Facebook Twitter Pinterest LinkedIn Tumblr Email
    kankada tarakari
    kankada tarakari
    Share
    Facebook Twitter LinkedIn Pinterest Email
    kankada tarakari
    kankada tarakari

    ସାମଗ୍ରୀ :
    ଛୋଟ କଙ୍କଡା -୮ଟି
    ପିଆଜ-୧୦୦ମିଲି
    ଗୋଲମରିଚ-୧ ଚାମଚ
    ଗୋଟା ଧନିଆ-୧ଟେ .ଚାମଚ
    ଲାଲ୍ ଲଙ୍କା-୧୨ଟି
    ଜିରା-୧/୨ ଚାମଚ
    ଅଳେଇଚ -୪ଟି
    ଲବଙ୍ଗ-୮ଟି
    ଡାଲ୍‌ଚିନି-୨ଇଞ୍ଚ
    ତେନ୍ତୁଳି ମଣ୍ଡ-୩ ଟେ.ଚାମଚ
    କୋରା ନଡିଆ-୨ଟେ.ଚାମଚ
    ହଳଦି-୧/୨ ଚାମଚ
    ନଡିଆ କ୍ଷୀର-୭୫ ମିଲି
    ଲୁଣ- ସ୍ୱାଦାନୁସାରେ
    ଧନିଆ ପତ୍ର କଟା

    ପ୍ରଣାଳୀ :
    କଙ୍କଡାକୁ ପିସ୍ କରି କାଟନ୍ତୁ । ୨ଟି ପିଆଜକୁ ସରୁ ଲମ୍ବା ଓ ବାକି ୨ଟିକୁ ଚୂନା କରି କାଟନ୍ତୁ । କରେଇରେ ତେଲ ଗରମ କରି ସରୁ କଟା ପିଆଜ ପକାଇ ଲାଲ୍ କରି ଭାଜନ୍ତୁ ଓ କଢା ପେପର୍ ଉପରେ ରଖନ୍ତୁ । ଶୁଖିଲା କରେଇରେ ଗୋଲମରିଚ ,ଧନିଆ ,ଲଙ୍କା, ଜିରା,ଅଳେଇଚ ,ଡାଲ୍‌ଚିନି ,ଲବଙ୍ଗ ପକାଇ ଭାଜି ଏହା ସହ ତେନ୍ତୁଳି ମଣ୍ଡ ଓ ଭଜା ପିଆଜ ମିଶାଇ ଚିକ୍‌କଣ କରି ବାଟନ୍ତୁ ।

    New Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.