Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»ଛତୁ ପତ୍ରପୋଡା
    Odia Recipe

    ଛତୁ ପତ୍ରପୋଡା

    lizaBy lizaMarch 12, 2022No Comments1 Min Read
    Facebook Twitter Pinterest LinkedIn Tumblr Email
    chhatu patra poda
    chhatu patra poda
    Share
    Facebook Twitter LinkedIn Pinterest Email
    chhatu patra poda
    chhatu patra poda

    ସାମଗ୍ରୀ :

    ପାଳଛତୁ-୨୫୦ଗ୍ରାମ୍
    କଅଁଳଅ ସାରୁପତ୍ର-୩ଟି
    ବାଟଣ
    ସୋରିଷ-୨ ଚାମଚ
    ଜିରା-୧ଚମଚ
    ଲଙ୍କା-୩ଟି
    ରସୁଣ-୫-୬ କୋଲା
    ସୋରିଷ ତେଲ-୧ଚାମଚ
    ଲୁଣ-ସ୍ୱାଦାନୁସାରେ
    ଆମ୍ବୁଲ ଛୋଟକଟା -୧ ଟେବୁଲ୍-ଚାମଚ କିମ୍ବା
    ଦହି-୧କପ୍
    ହଳଦି- ଟିପେ
    କଞ୍ଚାଲଙ୍କା କଟା-୩ଟି

       ପ୍ରଣାଳୀ :  

    ଛତୁକୁ ବାଛି ସଫା କରି ଲୁଣ-ହଳଦି-ପାଣିରେ ଅଧଘଣ୍ଟା ବିଜାଇ ଚିପୁଡି କାଢନ୍ତୁ । ଗୋଟିଏ ବାଉଲ୍‌ରେ ମସଲା ବଟା ,କଟାଲଙ୍କା ,ଦହି ,ହଳଦି ଟିକେ , ଲୁଣ, ସୋରିଷ       ତେଲ ପକାଇ ମିଶାନ୍ତୁ । ସେଥିରେ ଛତୁ ପକାଇ ଗୋଳାଇ ଅଧଘଣ୍ଟା ରଖନ୍ତୁ । ସାରୁପତ୍ରକୁ ସଫା ସେଥିରେ ଏଥିରୁ କିନ୍ତୁ ରଖି ପତ୍ରକୁ ଗୁଡାଇ ବନ୍ଦ କରିଦିଅନ୍ତୁ । ଦରକାର      ହେଲେ ସୂତାରେ ବାନ୍ଧିଦିଅନ୍ତୁ । ଏହାକୁ ଚୁଲିର ଦହକରେ  ବା ଗ୍ରୀଲର୍‌ରେ ୨୦ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ଖାଇଲାବେଳେ ପତ୍ରରୁ କାଢି ପରଶନ୍ତୁ ।

    New Odia Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.