Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»ରାବିଡି/Rabidi
    Odia Recipe

    ରାବିଡି/Rabidi

    Suchitra PBy Suchitra PDecember 20, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    Rabidi
    Rabidi
    Share
    Facebook Twitter LinkedIn Pinterest Email
    Rabidi
    Rabidi

    ସାମଗ୍ରୀ :

    • କ୍ଷୀର – ୧ ଲିଟର
    • ଚିନି – ୧/୪ କପ୍
    • ସାଫ୍ରନ୍ – ଚିମୁଟାଏ
    • କାଜୁ – ୭ଟି
    • ପିସ୍ତା ବାଦାମ – ୭ଟି
    • ଅଳେଇଚ ଗୁଣ୍ଡ – ଚିମୁଟାଏ
    • ରୋଜ ଏସେନ୍ସ – ୨ ଠୋପା 

    ପ୍ରଣାଳୀ-

    • ଏକ ଓସାରିଆ ନନ୍-ଷ୍ଟିକ୍ ପ୍ୟାନ୍ ରେ କ୍ଷୀର ନିଅନ୍ତୁ ।
    • କ୍ଷୀରକୁ ମଧ୍ୟମ ଆଞ୍ଚରେ ଫୁଟାନ୍ତୁ ।
    • କ୍ଷୀର ଭଲଭାବରେ ଫୁଟିଗଲେ, ଏଖକୁ ଧିମା ଆଞ୍ଚରେ ଧୀରେ ଧୀରେ ଫୁଟାନ୍ତୁ ।
    • ଏକ ଚାମଚ ରେ ଏହାକୁ ଘାଣ୍ଟି ଚାଲନ୍ତୁ ଯେମିତିକି କ୍ଷୀର ତଳି ନ ଲାଗେ ।
    • କ୍ଷୀର ଫୁଟି ଅଧା ହୋଇଗଲେ ଚିନି ମିଶାଇ ୨ ରୁ ୩ ମିନିଟ୍ ଯାଏ ଫୁଟାନ୍ତୁ ।
    • ଏହାପରେ ଅଳେଇଚ ଗୁଣ୍ଡ, ସାଫ୍ରନ୍ ଓ ପିସ୍ତା ବାଦାମ ପକାଇ ଫୁଟାନ୍ତୁ ।
    • କ୍ଷୀର ଫୁଟି ୨୫୦ ମି.ଲି. ହୋଇଗଲେ ଆଞ୍ଚରୁ ଓହ୍ଲାଇ ଥଣ୍ଡା କରିନିଅନ୍ତୁ ।
    • ଥଣ୍ଡା ହୋଇଗଲେ ୨ ଠୋପା ରୋଜ ଏସେନ୍ସ ପକାଇ ଭଲଭାବରେ ମିଶାଇ ଦିଅନ୍ତୁ ।
    • ପରେ ଏହାକୁ ପାତ୍ରକୁ କାଢି କାଜୁ ସଜାଇ ପରସନ୍ତୁ ।
    Odia Recipe Sweet Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2026 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.