Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»ଚିଲି ଚିଙ୍ଗୁଡ଼ି/ Chili Prawns
    Chicken & Nonveg

    ଚିଲି ଚିଙ୍ଗୁଡ଼ି/ Chili Prawns

    Suchitra PBy Suchitra PDecember 10, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    Chili Prawns
    Chili Prawns
    Share
    Facebook Twitter LinkedIn Pinterest Email
    Chili Prawns
    Chili Prawns

    ସାମଗ୍ରୀ :

    • ଚିଙ୍ଗୁଡ଼ି-୬ଟି
    • ବଡ଼ ରସୁଣ କଟା-୨ ଟେବୁଲ ଚାମଚ
    • ବଡ଼ ପିଆଜ-୧ଟି (ବଡ଼ ଫାଳ କଟା) ( ଚାରି ଫାଳ କରି କୋଲା ବାହାର କରନ୍ତୁ)
    • ପାଣି-୫୦୦ ମିଲି
    • ଟମାଟୋ କେଚପ-୩ ଟେବୁଲ ଚାମଚ
    • ଚିଲି ସସ୍- ୨ ଟେବୁଲ ଚାମଚ
    • ଲୁଣ-ସ୍ୱାଦ ଅନୁସାରେ
    • କର୍ଣ୍ଣଫ୍ଲୋର୍ -୧ ଚାମଚ ବଡ଼ ବା ୨ ଟେବୁଲ-ଚାମଚ (ପାଣିରେ ମିଶା)
    • ଅଣ୍ଡା -୧ ଟି ଫେଣ୍ଟା
    • ଲଙ୍କା ବଟା—୧/୨ ଚାମଚ
    • କଞ୍ଚା ଲାଲ ଲଙ୍କା—୪ଟା
    • ମଝିରୁ ଚିରା ଲାଲ୍ ଲଙ୍କା- ୨ଟା
    • ରିଫାଇନ୍ ତେଲ -ଭାଜିବା ପାଇଁ

    ପ୍ରଣାଳୀ :

    ଚିଙ୍ଗୁଡ଼ି ଧୋଇ ଚୋପା ଛଡ଼ାଇ କରେଇରେ ୨ ଟେବୁଲ-ଚାମଚ ତେଲ ଗରମ କରି ହାଲୁକା କରି ଭାଜି ରଖନ୍ତୁ । ପୁଣି ଥରେ କରେଇରେ ୨ ଚାମଚ ତେଲ ପକାନ୍ତୁ । ଗରମ ହୋଇଗଲେ ପିଆଜ ଓ ରସୁଣକଟା ପକାଇ ହାଲକା କରି ଭାଜି ଚିଙ୍ଗୁଡ଼ି ପକାନ୍ତୁ ଓ ୨ ମିନିଟ୍ ଗୋଳାନ୍ତୁ । ପ୍ରଥମେ ପାଣି ଓ ପରେ ଟମାଟୋ, କେଚପ୍ ଚିଙ୍ଗୁଡ଼ିରେ ପକାନ୍ତୁ । ଭଲକରି ଗୋଳାଇ ବାକି ସାମଗ୍ରୀତକ ମିଶାନ୍ତୁ । ୫ ମିନିଟ୍ ପରେ ଫେଣ୍ଟା ଅଣ୍ଡା ତା’ ଉପରେ ଢାଳି ଅଳ୍ପ ସମୟ ପରେ ଆଞ୍ଚରୁ କାଢ଼ିଆଣନ୍ତୁ ।

    Nonveg Recipe Odia Recipe Prawn Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.