Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Breakfast»ସୁଜି ଉତ୍ତପମ୍ / Suji Uttapam
    Breakfast

    ସୁଜି ଉତ୍ତପମ୍ / Suji Uttapam

    Suchitra PBy Suchitra PNovember 7, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    suji Uttapam-recipe
    suji Uttapam-recipe
    Share
    Facebook Twitter LinkedIn Pinterest Email
    suji Uttapam-recipe
    suji Uttapam-recipe

    ସାମଗ୍ରୀ:

    • ଯେ କୌଣସି ଶୁଖିଲା ଖାଦ୍ୟ ବଳକା ଭଜା–୧ କପ୍‌
    • ପିଆଜକଟା-୧/୨ କପ୍
    • ଟମାଟୋ-୧/୨କପ୍‌
    • ଧନିଆପତ୍ର ଓ କଟା ଲଙ୍କା-୧ ଟେବୁଲ୍‌-ଚାମଚ
    • ସୁଜି–୧ କପ୍‌
    • ଦହି- ୧ କପ୍
    • ତେଲ- ଭାଜିବା ପାଇଁ

    ପ୍ରଣାଳୀ:

    ଦହି,ସୁଜି ଓ ଲୁଣ ପକାଇ ଅଳ୍ପ ପାଣି ଦେଇ ବହଳିଆ ମିଶ୍ରଣ ପ୍ରସ୍ତୁତ କରନ୍ତୁ | ବଳକା ପରିବା ଓ ଅନ୍ୟାନ୍ୟ ସାମଗ୍ରୀ ମିଶାନ୍ତୁ | ତାୱା ଗରମ କରି ତେଲ ପକାନ୍ତୁ | ଏବେ ଏକ ବଡ ଚାମଚ ଆଣ ଦେଇ ଚକୁଳି ପରି ପକାନ୍ତୁ | ୨ମିନିଟ୍ ପରେ ଆରପଟ ସେକନ୍ତୁ | ହୋଇଗଲେ ଚଟଣି ସହ ପରଶନ୍ତୁ |

    Breakfast Recipe Odia Recipe Suji Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.