Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»Mahurali Machhara Khata
    Odia Recipe

    Mahurali Machhara Khata

    lizaBy lizaNovember 10, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Mahurali machha Khata
    Mahurali machha Khata
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ
    ୨୫୦ ଗ୍ରାମ୍‌ ମହୁରାଳି ମାଛ
    ୬ ଟା ଲାଲଲଙ୍କା
    ୫ ଗୋଟି ବଡି
    ଅଧକପ୍‌ ସୋରିଷ ତେଲ
    ୪ ଖଣ୍ଡ ଆମ୍ୱୁଲ
    କିମ୍ବା ୨ ଫୁଟ ତେନ୍ତୁଳି
    ଅଳ୍ପ ଭୁରୁସୁଙ୍ଗା ପତ୍ର
    ୧ଚାମଚ ଫୁଟଣ
    ୧ ଚାମଚ ସୋରିଷ
    ୧ ଗୋଟି ରସୁଣ
    ଦରକାର ଅନୁଯାୟୀ ଲୁଣ ଓ ହଳଦୀ

    ପ୍ରଣାଳୀ – ପ୍ରଥମେ ସୋରିଷ, ରସୁଣ ଓ ଲଙ୍କାକୁ ଚିକ୍କଣ କରି ବାଟିଦେବ | ମାଛରେ ଲୁଣ ହଳଦୀ ଗୋଳାଇଦେବ । କରେଇରେ ତେଲ ଗରମ କରି ମାଛକୁ ଭଲ ରୂପେ ଖାରିଆ କରି ଭାଜିଦେବ । ତା’ପରେ ସେହି କରେଇରେ ବଡିକୁ ଭାଜି ଭାଙ୍ଗି କରି ରଖିବ । ବଳକା ତେଲରେ ମସଲାକୁ ଭଲକରି କଷିକରି ସେଥିରେ ୨ କପ୍‌ ପାଣି ଓ ଲୁଣ ପକାଇଦେବ । ସେହି ମସଲା ଝୋଳ ଫୁଟିଗଲେ ସେଥିରେ ମାଛ ଭକା ଏବଂ ଭଙ୍ଗାବଡିକୁ ପକାଇବ । ଏହି ଝୋଳ ୨ ମିନିଟ୍‌ ଫୁଟିଲାପରେ ସେଥିରେ ଆମ୍ବୁଲ କିମ୍ବା ତେନ୍ତୁଳି ରସ ପକାଇବ । ମାଛ ଏବଂ ବଡି ସିଝିଗଲେ ସେତୀରେ ଭୁରୁସୁଙ୍ଗ ପତ୍ର ପକାଇ ତରକାରିକୁ ଓହ୍ଲାଇଦେବ ।

    Best Recipe Mahurali machha Khata Mahurali machhara Khata Odia Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.