ପ୍ରସ୍ତୁତି ସାମଗ୍ରୀ- ୫୦୦ ଗ୍ରାମ ମାଛ,
୧ ଗୋଟି ଲେମ୍ବୁ,
୨ ଗୋଟି ପିଆଜ,
୪ ଚାମଚ ଦୁଧ
୧ ଚାମଚ ମସଲା
୪ଟା କଞ୍ଚା ଲଙ୍କା
୧ ଇଞ୍ଚ ଅଦା
୨ ଚାମଚ ମଇଦା
୧ ଚାମଚ ବଟର
୧ ଚାମଚ ତେଲ
ଦରକାର ଅନୁଯାୟୀ ଲୁଣ ଓ ହଳଦୀ |
ପ୍ରଣାଳୀ – ମାଛ ଲେମୁରସ, ଲୁଣ, ହଳଦୀ ଗୋଳାଇ ୧ ଘଣ୍ଟା ରଖିବ । । ଗୋଟିଏ ପିଆଜକୁ ବଡବଡ ଖଣ୍ଡକରି କାଟି ରଖିବ । ଅନ୍ୟ ପିଆଜ, ଅଦା ଓ କଞ୍ଚାଲଳୀକ | ବାଟିଦେବ । କରେଇରେ ତେଲଦେଇ ବଟା ମସଲାକୁ କଷିଦେବ । ମସଲା କଷି ହୁଗଲେ ସେଥିରେ ୨ କପ୍ ପାଣି, ଲୁଣ, ହଳଦୀ, ଲେମୂରସ ସହିତ ମାଛ ଏବଂ କଟା ପିଆଜ ପକାଇ ଭଲଭାବରେ ମିଶାଇଦେଇ କମ୍ ନିଆଁରେ ବସାଇବ । ମାଛ ସିଝିଗଲେ ସେଥିରେ ମଇଦା ଓ ଦୁଧ ଗୋଳାଇ ଢାଳିଦେବ । ଅଳ୍ପ ଝୋଳ ଥିବ ସେଥିରେ ଗରମ ମସଲା ବଟର ଦେଇ ତରକାରୀକୁ ଓହ୍ଲାଇଦେବ ।