Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»ଆମିଷ»Fish Stew
    ଆମିଷ

    Fish Stew

    lizaBy lizaNovember 14, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Machha Stew
    Machha Stew
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ- ୫୦୦ ଗ୍ରାମ ମାଛ,
    ୧ ଗୋଟି ଲେମ୍ବୁ,
    ୨ ଗୋଟି ପିଆଜ,
    ୪ ଚାମଚ ଦୁଧ
    ୧ ଚାମଚ ମସଲା
    ୪ଟା କଞ୍ଚା ଲଙ୍କା
    ୧ ଇଞ୍ଚ ଅଦା
    ୨ ଚାମଚ ମଇଦା
    ୧ ଚାମଚ ବଟର
    ୧ ଚାମଚ ତେଲ
    ଦରକାର ଅନୁଯାୟୀ ଲୁଣ ଓ ହଳଦୀ |

    ପ୍ରଣାଳୀ – ମାଛ ଲେମୁରସ, ଲୁଣ, ହଳଦୀ ଗୋଳାଇ ୧ ଘଣ୍ଟା ରଖିବ । । ଗୋଟିଏ ପିଆଜକୁ ବଡବଡ ଖଣ୍ଡକରି କାଟି ରଖିବ । ଅନ୍ୟ ପିଆଜ, ଅଦା ଓ କଞ୍ଚାଲଳୀକ | ବାଟିଦେବ । କରେଇରେ ତେଲଦେଇ ବଟା ମସଲାକୁ କଷିଦେବ । ମସଲା କଷି ହୁଗଲେ ସେଥିରେ ୨ କପ୍‌ ପାଣି, ଲୁଣ, ହଳଦୀ, ଲେମୂରସ ସହିତ ମାଛ ଏବଂ କଟା ପିଆଜ ପକାଇ ଭଲଭାବରେ ମିଶାଇଦେଇ କମ୍‌ ନିଆଁରେ ବସାଇବ । ମାଛ ସିଝିଗଲେ ସେଥିରେ ମଇଦା ଓ ଦୁଧ ଗୋଳାଇ ଢାଳିଦେବ । ଅଳ୍ପ ଝୋଳ ଥିବ ସେଥିରେ ଗରମ ମସଲା ବଟର ଦେଇ ତରକାରୀକୁ ଓହ୍ଲାଇଦେବ ।

    Fish Stew Odia Tasty Recipe Vest Odia Tasty Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Anda Aludam Recipe

    November 21, 2023

    Anda Masala Tasty Odia Recipe

    November 18, 2023

    Odia Recipe Anda Bhujia

    November 17, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.