ପ୍ରସ୍ତୁତି ସାମଗ୍ରୀ:
୫୦୦ ଗ୍ରାମ୍ ଈଲିଶି ମଛ
୬ ଗୋଟି କଞ୍ଚା ଲଙ୍କା
୧ ଗୋଟି ଆଳୁ
୪ ଚାମଚ ତେଲ
୧ ଚାମଚ ଫୁଟଣ
ଦରକାର ଅନୁଯାୟୀ ଲୁଣ,ହଳଦୀ
ପ୍ରଣାଳୀ:
ପ୍ରଥମେ ଆଳୁର ଚୋପା କାଢି ତାକୁ ପତଳା ପତଳା କରି କଟିଦେବ |ଆଳୁ,କଞ୍ଚାଲଙ୍କା ଜିରାରେ କୁଣ ହଳଦୀ ଗୋଳାଇଦେବ କରେଇରେ ତେଲ ଗରମ କରି ଫୁଟନ ଫୁଟାଇ ମଛ ଏବଂ ଆଳୁକୁ ସେଥିରେ ପକାଇଦେବ | ତା ପରେ ସେଥିରେ ୨ କପ୍ ପାଣି ପକାଇ ଢାଙ୍କୁଣୀ ଘୋଡାଇବ |ମାଛ ,ଆଳୁ ସିଝିଜିବ|ପାଣି ଶୁଖିଗଲେ ତରକାରୀକୁ ଓହ୍ଲାଇଦେବ |