
ସାମଗ୍ରୀ :
ଦୁଧଛେନା -୩ କପ୍
ମଇଦା-ଅଧା କପ୍
ସିଝା କ୍ଷୀର -୧ ଲିଟର
ଅଳେଇଚ ଦାନା-୨ ଚାମଚ
ଗୁଣ୍ଡଦୁଧ-୧/୨ କପ୍
ଚିନି -୧ କପ୍
ତେମ-ଛାଣିବା ପାଇଁ
ପ୍ରଣାଳୀ :
ଛେନା,ମଇଦା ,ଗୁଣ୍ଡ ଦୁଧକୁ ହାତରେ ଭଲକରି ଦଳିଦିଅନ୍ତୁ | ସବୁ ଜିନିଷ ଭଲକରି ମିଶିଗଲେ ହାତରେ ଛୋଟ ଛୋଟ ମୋଟା ପେଡା ସାଇଜ୍ରେ କରି ତେଲ ଗରମ କରି ଲାଲ୍ ହେବାଯାଏଁ ଭାଜିରଖ |କ୍ଷୀରକୁ ଅଧା କରି ମାରି ଚିନି ପକାଇ ଭଲକରି ଫୁଟାଇ ଥଣ୍ଡା କରି ରଖ | ଏହି ଛଣା ଛେନା ପୁରିକୁ କ୍ଷୀରରେ ପକାଇ ଥଣ୍ଡା କର ଓ ପରଶନ୍ତୁ |