Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»ପନୀର୍ ପକୋଡା
    Odia Recipe

    ପନୀର୍ ପକୋଡା

    lizaBy lizaMarch 20, 2022No Comments1 Min Read
    Facebook Twitter Pinterest LinkedIn Tumblr Email
    paneer pakoda
    paneer pakoda
    Share
    Facebook Twitter LinkedIn Pinterest Email
    paneer pakoda
    paneer pakoda

    ସାମଗ୍ରୀ :
    ପନୀର୍‌-୨୫୦ ଗ୍ରାମ୍ (୧ଇଞ୍ଚ ସାଇଜ୍ କଟା )
    ଅଦା କୋରା -୨ ଚା-ଚାମଚ
    ରସୁଣ ବଟା -୨ ଚା- ଚାମଚ
    ଚୂନାକଟା କଞ୍ଚାଲଙ୍କା- ୨ ଚା -ଚାମଚ
    ସରୁ ଲମ୍ବାକଟା ପିଆଜ -୨ଟି ବଡ
    ସୋୟା ସସ୍ -୧ଟି ବଡ
    ଜିରାଗୁଣ୍ଡ -୧ ଚା-ଚାମଚ
    ରିଫାଇନ୍ ତେଲ -ଛାଣିବା ପାଇଁ
    ମଇଦା -୧ ଟେ . ଚାମଚ
    ବେସନ- ୧ ଟେ . ଚାମଚ
    କର୍ଣ୍ଣଫ୍ଲୋର୍-୧ ଟେ .ଚାମଚ
    ଲୁଣ-ସ୍ୱାଦାନୁସାରେ
    ଟମାଟୋ ସସ୍-୨ ଚା-ଚାମଚ
    ଗୋଲମରିଚ-୧/୨ ଚାମଚ

    ପ୍ରଣାଳୀ :
    ୩ ପ୍ରକାର ଅଟାରେ ତେଲକୁ ଛାଡି ବାକିସବୁ ସାମଗ୍ରୀ ମିଶାଇ ଭଲକରି ଚକଟି ରଖନ୍ତୁ । ପନୀର୍‌କୁ ଏଥିରେ ଆସ୍ତେ ଆସ୍ତେ କରି ଗୋଳାଇଦିଅନ୍ତୁ । କରେଇରେ ତେଲ ଗରମ କରି ଲାଲ୍ କରି ଛାଣି କଟା ପିଆଜ ସହ ପରଶନ୍ତୁ ।

    New Odia Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.