Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Curry Recipe»ଦହି ମସଲା ଭେଣ୍ଡି
    Odia Curry Recipe

    ଦହି ମସଲା ଭେଣ୍ଡି

    lizaBy lizaMarch 14, 2022No Comments1 Min Read
    Facebook Twitter Pinterest LinkedIn Tumblr Email
    dahi masala bhendi
    dahi masala bhendi
    Share
    Facebook Twitter LinkedIn Pinterest Email
    dahi masala bhendi
    dahi masala bhendi

    ସାମଗ୍ରୀ :
    ଭେଣ୍ଡି-୫୦୦ଗ୍ରାମ୍
    କୋରା ନଡିଆ -୧ କପ୍
    ପାଣି-୧/୩ କପ୍
    କ୍ଷୀର -୧/୩ କପ୍
    କାଜୁବଟା-୧ଟେବୁଲ୍-ଚାମଚ
    ତେଲ- ୨ଚାମଚ
    ଭେଣ୍ଡି ଛାଣିବାକୁ -ତେଲ
    ଲାଲ୍ ଲଙ୍କା-୨ଟା
    ସୋରିଷ-୧ଚାମଚ
    ଜିରା-୧ଚାମଚ
    କଟା ପିଆଜ-୧/୨ କପ୍
    କଟା ଟମାଟୋ-୧କପ୍
    ଲଙ୍କାଗୁଣ୍ଡ-୧ଚାମଚ
    ଦହି (ଫେଣ୍ଟା)-୧/୨ କପ୍
    ପାଣି -୧ କପ୍
    ଭୁର୍ସୁଙ୍ଗ ପତ୍ର -ଅଳ୍ପ୍‌
    ଲୁଣ -ସ୍ୱାଦାନୁସାରେ
    ସଜାଇବା ପାଇଁ -କୋରା ନଡିଆ ,ଧନିଆ ପତ୍ର

    ପ୍ରଣାଳୀ :
    ଭେଣ୍ଡି ଧୋଇ ପୋଛି ୧ ଇଞ୍ଚ ସାଇଜ୍‌ର କାଟି ତେଲରେ ଛାଣି ପେପର୍‌ରେ କାଢି ରଖନ୍ତୁ । କରେଇରେ ୨ ଚାମଚ ତେଏଲ ଦେଇ ଲଙ୍କା, ସୋରିଷ ,ଜିରା ପକାଇ ଫୁଟାନ୍ତୁ । ଏଥର ପିଆଜକୁ ଲାଲ୍ କରି ଭାଜି ବିଲାତି ମିଶାଇ ଭଲକରି ଭାଜନ୍ତୁ । ଓ ନଡିଆ କୋରା ପକାନ୍ତୁ ଏବଂ ଘାଣ୍ଟନ୍ତୁ । ୨ମିନିଟ୍ ପରେ ପାଣି ଓ ଭେଣ୍ଡି ପକାନ୍ତୁ । ଝୋଳ ମରିବାଯାଏଁ ରନ୍ଧାନ୍ତୁ ।
    ଫିଟଣ ପାଇଁ ଆଉ ୨ ଚାମଚ ତ୍ଲ ଅନ୍ୟ କ ପ୍ୟାନ୍‌ର୍ ଗରମ କରନ୍ତୁ । ଭୁର୍ସୁଙ୍ଗ ପତ୍ର ପକାଇ ଫୋଟାଇ ଭେଣ୍ଡି ଉପରେ ଏହାକୁ ପକାନ୍ତୁ । ଗରମ ଗରମ ଭେଣ୍ଡିକୁ ନଡିଆ କୋରା ଓ ଧନିଆ ପତ୍ରରେ ସଜାଇ ଖାଇବାକୁ ଦିଅନ୍ତୁ ।

    New Odia Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.