
ସାମଗ୍ରୀ :
ସିଝା ବୋନ୍ ଲେସ୍ ଚିକେନ୍ କଟା (ଛୋଟ ଛେଟ)-୧କପ୍
ହାଲ୍କା ସିଝା ଟମାଟୋ କଟା-୧/୨କପ୍
ଛୋଟକଟା ସିଝା ଆଳୁ-୨ କପ୍
ଛୋଟକଟା ପିଆଜ-୧/୨ କପ୍
କଟା କଞ୍ଚାଲଙ୍କା-୨ଟା
ଜିରାଗୁଣ୍ଡ-୨ ଚାମଚ
ଲଙ୍କାଗୁଣ୍ଡ-୧/୨ ଚାମଚ
ଆମ୍ଚୁରା-୧ ଚାମଚ
ଚାଟ୍ ମସଲା-୧ ଚାମଚ
ଲେମ୍ବୁରସ-୨ ଟୈବୁଲ୍ -ଚାମଚ
କଟା ଧନିଆ ପତ୍ର-୧ ଟେବୁଲ୍-ଚାମଚ
ପ୍ରଣାଳୀ :
ଗୋଟିଏ ପାତ୍ରରେ କଟା ଜିନିଷ ସବୁ ଭଲକରି ଗୋଳାଇ ପ୍ଲେଟ୍କୁ କାଢନ୍ତୁ । ଉପରେ ଜିରା -ଲଙ୍କା ଗୁଣ୍ଡଅ, ଚାଟ୍ ମସଲା, ଆମଚୁର୍, ଲେମ୍ବୁରସ ପକାଇ କଟା ଧନିଆ ପତ୍ର ସଜାଇ ଖାଇବାକୁ ଦିଅନ୍ତୁ ।