
ସାମଗ୍ରୀ :
- ଚିକେନ୍ ପିସ୍ (ମଧ୍ୟମ )-୫୦୦ ଗ୍ରାମ୍
- ବଡ଼ ପିଆଜ-୪ଟି (ସରୁ ଲମ୍ବା କଟା)
- କ୍ୟାପସିକମ୍ -୩ଟି (ସରୁ ଲମ୍ବା କଟା)
- କଞ୍ଚାଲଙ୍କା-୪ଟି
- ସୋୟା ସସ୍ -୨ ଚାମଚ
- ଟମାଟୋ ସସ୍ -୨ ଟେବୁଲ-ଚାମଚ
- ଚିଲି ସସ୍ -୨ ଟେବୁଲ୍-ଚାମଚ
- ଲୁଣ-ସ୍ୱାଦ ଅନୁସାରେ
- ରିଫାଇନ୍ ତେଲ-ଛାଣିବା ପାଇଁ
- ଅଦା – ୨ ଇଞ୍ଚ
- ରସୁଣ-୧୨-୧୪ କୋଲା
- ଭିନେଗାର- ଅଧକପ୍
- ଅଣ୍ଡା-୩ଟି
- ଚାଇନା ସଲ୍ଟ – ୧/୨ ଚାମଚ
- କର୍ଣ୍ଣଫ୍ଲୋର- ୨-୩ ଟେବୁଲ-ଚାମଚ