Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»ତୁଳସୀ ଚା’
    Odia Recipe

    ତୁଳସୀ ଚା’

    Suchitra PBy Suchitra PFebruary 13, 2022No Comments1 Min Read
    Facebook Twitter Pinterest LinkedIn Tumblr Email
    Tulasi Chaha
    Tulasi Chaha
    Share
    Facebook Twitter LinkedIn Pinterest Email
    Tulasi Chaha
    Tulasi Chaha

    ସାମଗ୍ରୀ :

    • ତୁଳସୀ ପତ୍ର – ୧/୪ କପ
    • ଲେମ୍ବୁ ରସ – ୨ ଚା ଚାମଚ
    • ଲୁଣ – ସ୍ୱାଦ ଅନୁସାରେ
    • ମହୁ – ୪ ଚା ଚାମଚ
    • ଗ୍ରୀନ ଟି ( green tea ) – ୨ ଚା ଚାମଚ
    • ପାଣି – ୨୫୦ ମି.ଲି.

    ଣାଳୀ-

    • ପ୍ରଥମତଃ ତୁଳସୀ ପତ୍ର କୁ ଭଲକି ଧୋଇ ଛୋଟ ଛୋଟ କରି କାଟି ଦିଅନ୍ତୁ ।
    • ଗ୍ୟାସ ଅନ କରି ପାଣି ଗରମ କରନ୍ତୁ । ପାଣି ଫୁଟିବାକୁ ଲାଗିଲେ ଚା ଓ ତୁଳସୀ ପତ୍ର ପକାଇ ୫ ରୁ ୧୦ମିନିଟ ଯାଏ ଘୋଡ଼ାଇ ଦେଇ ଫୁଟାନ୍ତୁ।
    • ଏବେ ଘୋଡ଼ଣି ବାହାର କରି ମହୁ ୪ ଚାମଚ ଓ ଲେମ୍ବୁ ରସ ପକାଇ ଭଲକି ଗୋଳାଇ ଦିଅନ୍ତୁ ।
    • ମହୁ ଓ ଲୁଣ ନ ପକାଇଲେ ଚଳିବ । ଗରମ ଗରମ ପରସନ୍ତୁ ଓ ଶୀତ ଦିନ ରେ ତୁଳସୀ ଚା ର ମଜା ନିଅନ୍ତୁ ।
    • ଆପଣ ଦରକାର ଅନୁସାରେ ଫ୍ରିଜ ରେ ରଖି ବରଫ ପକାଇ ତୁଳସୀ ଚା ପି ପାରିବେ ।
    Odia Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.