Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Breakfast»Chitou Pitha/ଚିତଉ ପିଠା
    Breakfast

    Chitou Pitha/ଚିତଉ ପିଠା

    Suchitra PBy Suchitra PFebruary 7, 2022No Comments1 Min Read
    Facebook Twitter Pinterest LinkedIn Tumblr Email
    Chitou Pitha
    Chitou Pitha
    Share
    Facebook Twitter LinkedIn Pinterest Email
    Chitou Pitha
    Chitou Pitha

    ସାମଗ୍ରୀ :

    • ଅରୁଆ ଚାଉଳ – ୧ କପ
    • କୋରା ନଡ଼ିଆ – ୧ କପ
    • ଘିଅ ବା ରିଫାଇନ ତେଲ – ୮ ଛୋଟ ଚାମଚ
    • ବେକିଙ୍ଗ ସୋଡ଼ା – ୧/୨ ଛୋଟ ଚାମଚ (ଚିମୁଟାଏ)
    • ଚିନି – ୨ ଛୋଟ ଚାମଚ
    • ଲୁଣ – ସ୍ୱାଦ ଅନୁସାରେ

    ପ୍ରଣାଳୀ-

    • ୪ ଘଣ୍ଟା ବା ପୂର୍ବ ରାତିରୁ ଚାଉଳ କୁ ଗୋଟେ ପାତ୍ର ରେ ବତୁରାଈ ରଖନ୍ତୁ ।
    • ପରଦିନ ସକାଳେ ବା ୪ ଘଣ୍ଟା ପରେ ଚାଉଳ କୁ ଧୋଇ ନଡ଼ିଆ କୋରା, କ୍ଷୀର ଓ ଅଳ୍ପ ପାଣି ଦେଇ ଗ୍ରାଇଣ୍ଡର ରେ ଗ୍ରାଇଣ୍ଡିଙ୍ଗ କରନ୍ତୁ । ଟିକେ ପତଳା ଆଣ ପ୍ରସ୍ତୁତ କରନ୍ତୁ ।
    • ଏବେ ଲୁଣ ଓ ଚିନି ମିଶାଇ ଗୋଳାଇ ଦିଅନ୍ତୁ ।
    • ଯଦି ଆଣ ମୋଟା ବା ବହଳିଆ ହୋଇଯାଇ ଥାଏ ଅଳ୍ପ ପାଣି ଦେଇ ପତଳା କରନ୍ତୁ ।
    • ଗ୍ୟାସ ଅନ କରି ତାୱା ବସାନ୍ତୁ । ତାୱା ଗରମ ହେଲେ ୧ ଚାମଚ ଘିଅ ବା ରିଫାଇନ ତେଲ ଦେଇ ତାୱା ମଝିରେ ଅଳ୍ପ ଆଣ (୨ ଟେବୁଲ ଚାମଚ) ଦେଇ ଘୋଡ଼ାଇ ଦିଅନ୍ତୁ । (ଏପରି ଏକ ଘୋଡଣି ନେବେ ଯେଉଁଥିରେ ଆଣ ସେଇ ଘୋଡଣି ରେ ଲାଗୁ ନଥିବ ଓ ସବୁ ସାଇଡ ଭଲକି ଲାଗି ବନ୍ଦ ହୋଇଥିବା ଦରକାର ) ।
      ମନେରଖିବେ ପିଠା କୁ ଓଲଟାଇବେ ନାହିଁ ।
    • ଏପରି ଆଣ ସରିବା ଯାଏ କରନ୍ତୁ ।
    • ପ୍ଲେଟ କୁ ବାହାର କରି ପରସନ୍ତୁ । ମାର୍ଗଶିର ମାସ ଗୁରୁବାରରେ ଏହି ପିଠା ମା ଲକ୍ଷ୍ମୀ ଙ୍କ ପାଖରେ ଭୋଗ ଲାଗି ହୁଏ ।
    Odia Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.