Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»ଖଡା ମୂଳ ଚୁନା ମାଛ ରାଇ/Khadamula Chuna Macha Rai
    Chicken & Nonveg

    ଖଡା ମୂଳ ଚୁନା ମାଛ ରାଇ/Khadamula Chuna Macha Rai

    Suchitra PBy Suchitra PJanuary 20, 2022No Comments1 Min Read
    Facebook Twitter Pinterest LinkedIn Tumblr Email
    Khadamula Chuna Macha Rai
    Khadamula Chuna Macha Rai
    Share
    Facebook Twitter LinkedIn Pinterest Email
    Khadamula Chuna Macha Rai
    Khadamula Chuna Macha Rai

    ସାମଗ୍ରୀ :

      • ଖଡ଼ା ଶାଗ ମୂଳ କଟା (୧ ଇଞ୍ଚ) – ୧ କପ୍
      • ଜହ୍ନିକଟା – ୧/୨ କପ୍
      • ବାଇଗଣ କଟା – ୧/୨ କପ୍
      • କଦଳୀ କଟା – ୧/୨ କପ୍
      • ଆଳୁ କଟା – ୧/୨ କପ୍
      • ସାରୁ କଟା – ୧/୨ କପ୍
      • ଶୁଖୁଲା ଲଙ୍କା – ୨ଟି
      • ଫୁଟଣ – ୧ ଚାମଚ
      • ସୋରିଷ + ରସୁଣ + ଜିରା ବଟା – ୧ ଚେବୁଲ-ଚାମଚ
      • ସୋରିଷ ତେଲ – ୧ ଚାମଚ 
      • ଲୁଣ – ସ୍ବାଦାନୁସାରେ 
      • ହଳଦୀ ଗୁଣ୍ଡ – ୧/୪ ଚାମଚ
      • ଭଜା ଚୂନା ମାଛ – ୧ କପ୍

    ପ୍ରଣାଳୀ-

    • କରେଇରେ ତେଲ ଗରମ କରି ଲଙ୍କା ଫୁଟଣ ଫୁଟାଇ ସାରୁ ଓ ଖଡ଼ା ପକାଇ ୨-୩ ମିନିଟ୍ ଭାଜନ୍ତୁ ।
    • ତା’ପରେ ଅନ୍ୟ ପରିବା ଦେଇ ଲୁଣ, ହଳଦି ଓ ବଟା ମସଲା ପକାଇ ଓ ଗୋଳାଇ ଘୋଡ଼ାଇ ସିଝାନ୍ତୁ ।
    • ସିଝିଗଲେ ଅଳ୍ପ ଟିକେ ପାଣି ଦେଇ ମାଛଭଜା ପକାନ୍ତୁ ।
    • ଝୋଳ ଫୁଟି ଆସିଲେ ଢାଙ୍କୁଣୀ କାଢି ଦିଅନ୍ତୁ ।
    • ଝୋଳ ବହଳିଆ ହୋଇ ଆସିଲେ ଆଞ୍ଚ ବନ୍ଦ କରିଦିଅନ୍ତୁ ।
    • ଏଥିରେ ଟିକେ ଖଟା ପକାଇଲେ ଭଲ ଲାଗେ । ତେଣୁ ଗୋଟା ତେନ୍ତୁଳି ବା କଟା ଆମ୍ବୁଲ ପକାଇ ପାରନ୍ତି ।
    Nonveg Recipe Odia Recipe Small Fish Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.