Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»ଧଣିଆ ଚିକେନ୍/Coriander Chicken
    Chicken & Nonveg

    ଧଣିଆ ଚିକେନ୍/Coriander Chicken

    Suchitra PBy Suchitra PDecember 22, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    Coriander-Chicken-Curry
    Coriander-Chicken-Curry
    Share
    Facebook Twitter LinkedIn Pinterest Email
    Coriander-Chicken-Curry
    Coriander-Chicken-Curry

    ସାମଗ୍ରୀ :

    • ଚିକେନ୍ – ୩୦୦ ଗ୍ରାମ୍ (ଛୋଟ ଖଣ୍ଡ) 
    • ପୋସ୍ତ ବଟା – ୧୦୦ ଗ୍ରାମ୍
    • କଞ୍ଚାଲଙ୍କା ବଟା – ୧୦ ଗ୍ରାମ୍
    • ନଡ଼ିଆ ବଟା – ୧୦୦ ଗ୍ରାମ୍
    • ଧଣିଆ ପତ୍ର ବଟା – ଅଧକପ୍
    • ତେଲ – ୧୦୦ ମିଲି
    • ଛୋଟକଟା ପିଆଜ – ୨୦୦ ଗ୍ରାମ୍
    • ଛୋଟକଟା ଟମାଟୋ – ୧୦ ଗ୍ରାମ୍
    • ଅଦା-ରସୁଣ ବଟା – ୧୦ ଗ୍ରାମ୍
    • ତେନ୍ତୁଳି ସସ୍ – ୧୦ ଗ୍ରାମ୍
    • ଲୁଣ – ସ୍ବାଦାନୁସାରେ

    ପ୍ରଣାଳୀ-

    • ପ୍ରଥମେ କଢ଼େଇରେ ତେଲ ଗରମ କରନ୍ତୁ ।
    • ସେଥିରେ କଟା ପିଆଜ ପକାଇ ପିଆଜକୁ ହାଲକା ବାଦାମି କରି ଭାଜନ୍ତୁ ।
    • ପିଆଜ ଭାଜି ହୋଇଗଲେ ସେଥିରେ ଟମାଟୋ, ପୋସ୍ତବଟା, ଲଙ୍କାବଟା, ନଡ଼ିଆବଟା, ଧନିଆପତ୍ର ବଟା, ଅଦା- ରସୁଣ ବଟା ପକାଇ ୭-୮ ମିନିଟ ଯାଏଁ ଲଗାତର ଗୋଳାଇ କଷନ୍ତୁ ।
    • ତା’ପରେ ଚିକେନ୍ ଖଣ୍ଡଗୁଡ଼ିକୁ ପକାଇ କଷନ୍ତୁ ।
    • ୧୦ ମିନିଟ୍ କଷିଲା ପରେ ୧/୨ କପ୍ ପାଣି ଦିଅନ୍ତୁ ।
    • ଚିକେନ୍ ଅଧା ସିଝିଲା ପରେ ତେନ୍ତୁଳିରସ ଓ ଲୁଣ ପକାନ୍ତୁ । ପାଣି ଦରକାର ହେଲେ ଦେବେ ।
    • ଆବଶ୍ୟକ ଝୋଳ (କଷା ପରି) ରଖି ପରଟା ସହ ପରଶନ୍ତୁ ।
    Chicken Recipe Nonveg Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.