Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»ରସାବଳୀ/Rasabali
    Odia Recipe

    ରସାବଳୀ/Rasabali

    Suchitra PBy Suchitra PDecember 21, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    Rasabali
    Rasabali
    Share
    Facebook Twitter LinkedIn Pinterest Email
    Rasabali
    Rasabali

    ସାମଗ୍ରୀ :

    • ଦୁଧଛେନା – ୩ କପ୍
    • ମଇଦା – ଅଧା କପ୍
    • ସିଝା କ୍ଷୀର – ୧ ଲିଟର
    • ଅଜୋଳଇଚ ଦାନ – ୨ ଚାମଚ
    • ଗୁଣ୍ଡ ଦୁଧ (Milk Powder) – ୧/୨ କପ୍
    • ଚିନି  – ୧ କପ୍
    • ତେଲ – ଛାଣିବା ପାଇଁ

    ପ୍ରଣାଳୀ :

    ଛେନା, ମଇଦା, ଗୁଣ୍ଡ ଦୁଧକୁ ହାତରେ ଭଲକରି ଦଳିଦିଅନ୍ତୁ । ସବୁ ଜିନିଷ ଭଲକରି ମିଶିଗଲେ ହାତରେ ଛୋଟ ଛୋଟ ମୋଟା ପେଡ଼ା ସାଇଜରେ କରି ତେଲ ଗରମ କରି ଲାଲ୍ ହେବାଯାଏଁ ଛାଣି ରଖନ୍ତୁ । କ୍ଷୀରକୁ ଅଧା କରି ମାରି ଚିନି ପକାଇ ଭଲକରି ଫୁଟାଇ ଥଣ୍ଡା କରି ରଖନ୍ତୁ । ଏହି ଛଣା ଛେନା ପୁରିକୁ କ୍ଷୀରରେ ପକାଇ ଥଣ୍ଡା କରି  ପରଶନ୍ତୁ ।

    Odia Recipe Sweet Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.