Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»ଦହି କାଞ୍ଜି/Dahi Kanji
    Odia Recipe

    ଦହି କାଞ୍ଜି/Dahi Kanji

    Suchitra PBy Suchitra PNovember 26, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    dahi-kanji
    dahi-kanji
    Share
    Facebook Twitter LinkedIn Pinterest Email
    dahi-kanji
    dahi-kanji

    ସାମଗ୍ରୀ :

    • ଘୋଳଦହି – ୩୦୦ ମିଲି
    • ଲୁଣ-ସ୍ବାଦାନୁସାରେ
    • ଭଜା ଲଙ୍କା ଓ ଜିରାଗୁଣ୍ଡ – ୧ ଚାମଚ
    • କଖାରୁ/ବୋଇତାଳୁ – ୧/୨ କପ୍
    • ମୂଳା – ୧/୨ କପ୍
    • ଭେଣ୍ଡି – ୧/୨ କପ୍
    • କଟା ବାଇଗଣ – ୧/୨ କପ୍
    • ସୋରିଷ ତେଲ -୧ ଟେବୁଲ୍-ଚାମଚ
    • ଫୁଟଣ – ୧ ଚାମଚ
    • ହଳଦି-୧ ଚାମଚ
    • ଭୁର୍ସୁଙ୍ଗ ପତ୍ର – ୮-୧୦ଟି
    • ଶୁଖିଲା ଲଙ୍କା – ୩ଟି

    ପ୍ରଣାଳୀ-

      ପ୍ରଥମେ ପରିବାସବୁକୁ ଧୋଇ ଏକା ସାଇଜରେ ସରୁ ଲମ୍ବାରେ କାଟି ରଖନ୍ତୁ । ଦହିରେ ଲୁଣ, ହଳଦି ଅଧା, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ ଦେଇ ଗୋଳାଇ ରଖନ୍ତୁ । କରେଇରେ ତେଲ ଗରମ କରି ଫୁଟଣ, ଲଙ୍କା, ଭୁର୍ସୁଙ୍ଗ ପତ୍ର ପକାଇ ଫୁଟାନ୍ତୁ । ଏଥର ପରିବା ଓ କିଛି ଲୁଣ ପକାଇ ଘୋଡ଼ାଇ ସିଝିବାକୁ ଛାଡ଼ନ୍ତୁ । ସିଝିଗଲେ ସେଥିରେ ଦହି ପକାନ୍ତୁ । ମଧ୍ୟମ ଆଞ୍ଚରେ ୧୦- ୧୫ ମିନିଟ୍ ଫୁଟାନ୍ତୁ । ଫୁଟିଗଲେ କାଢ଼ି ପରଶନ୍ତୁ । ଦରକାର ହେଲେ ଟମାଟୋ ମଧ୍ୟ ପକାଇପାରନ୍ତି ।

    Odia Recipe Veg Rcipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.