Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»ଚିକେନ୍ ଲଲିପପ୍/ Chicken Lollipop
    Chicken & Nonveg

    ଚିକେନ୍ ଲଲିପପ୍/ Chicken Lollipop

    Suchitra PBy Suchitra PNovember 20, 2021Updated:November 21, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    Chicken Lollipop
    Chicken Lollipop
    Share
    Facebook Twitter LinkedIn Pinterest Email
    Chicken Lollipop
    Chicken Lollipop

    ସାମଗ୍ରୀ :

    • ଲେଗ୍ ପିସ୍ ଚିକେନ୍ – ୧୨ ପିସ୍
    • ତେଲ – ଫ୍ରାଏ କରିବା ପାଇଁ

    ମାରିନେଟ ପାଇଁ :

    • ଲାଲ ଲଙ୍କା ପେଷ୍ଟ – ୧ ଟେବୁଲ ଚାମଚ
    • ଅଦା – ରସୁଣ ପେଷ୍ଟ – ୨ ଟେବୁଲ ଚାମଚ
    • ଲଙ୍କା ଗୁଣ୍ଡ – ୧ ଚା’ ଚାମଚ
    • ଗୋଲମରିଚ ଗୁଣ୍ଡ – ୧ ଚା’ ଚାମଚ
    • ସୋୟା ସସ୍ – ୧ ଟେବୁଲ ଚାମଚ
    • ଟମାଟୋ ସସ୍ – ୩ ଟେବୁଲ ଚାମଚ
    • ଭିନେଗାର – ୧ ଟେବୁଲ ଚାମଚ
    • ମୈଦା – ୩ ଟେବୁଲ ଚାମଚ
    • କର୍ଣଫ୍ଲୋର – ୩ ଟେବୁଲ ଚାମଚ
    • ଅଜିନୋ ମୋଟୋ – ଚିମୁଟାଏ
    • ଲୁଣ – ସ୍ୱାଦ ଅନୁସାରେ

    ପ୍ରଣାଳୀ-

    • ପ୍ରଥମେ ଏକ ପାତ୍ର ରେ ଲାଲ ଲଙ୍କା ପେଷ୍ଟ, ଲୁଣ, ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଅଦାରସୁଣ ବଟା, ସୋୟା ସସ୍, ଅଜିନୋ ମୋଟୋ,  ଭିନେଗାର ଓ ଟମାଟୋ ସସ୍ ପକାଇ ଭଲକି ଗୋଳାନ୍ତୁ ।
    • ଏବେ ଲେଗ୍ ପିସ୍ ଚିକେନ୍ ପକାଇ ଆଉଥରେ ଭଲ ଭାବେ ଗୋଳାଇ ୩୦ ମିନିଟ ପାଇଁ ରଖି ଦିଅନ୍ତୁ ।
    • ୩୦ ମିନିଟ ପରେ ମୈଦା ଓ କର୍ଣଫ୍ଲୋର ପକାଇ ଭଲ ଭାବେ ଗୋଳାନ୍ତୁ ।
    • କଡେଇ ରେ ତେଲ ନେଇ (ମାଧ୍ୟମ ଆଞ୍ଚ ରେ) ଗରମ କରନ୍ତୁ ସେଥିରେ ଚିକେନ୍ ପିସ କୁ ଅଳ୍ପ ଅଳ୍ପ ପକାଇ ବାଦାମୀ ରଙ୍ଗ ହେବ ଯାଏ ଅଧିକ ତେଲ ରେ ୧୦ -୧୨ ମିନିଟ ଫ୍ରାଏ କରନ୍ତୁ ।
    • ବାଦାମୀ ରଙ୍ଗ ହୋଇଗଲେ ପ୍ଲେଟ କୁ ବାହାର କରି ଦିଅନ୍ତୁ ।
    • ଏବେ ସର୍ଭିଙ୍ଗ ପ୍ଲେଟ କୁ ବାହାର କରି ଚିକେନ୍, ଟମାଟୋ ସସ୍ ସହ ପରସନ୍ତୁ ।
    Chicken Recipe Nonveg Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.