Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Breakfast»ମସରୁମ୍ ସ୍ୟାଣ୍ଡଉଇଚ୍ / Mushroom Sandwich
    Breakfast

    ମସରୁମ୍ ସ୍ୟାଣ୍ଡଉଇଚ୍ / Mushroom Sandwich

    Suchitra PBy Suchitra PNovember 9, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    Mushroom Sandwich
    Mushroom Sandwich
    Share
    Facebook Twitter LinkedIn Pinterest Email
    Mushroom Sandwich
    Mushroom Sandwich

    ସାମଗ୍ରୀ :

    • ବଡ଼ ସାଇଜ୍‌ ସ୍ଲାଇସ୍‌ ବ୍ରେଡ୍‌- ୮ଟି
    • ମସ୍‌ରୁମ୍‌ -୨ ୫୦ ଗ୍ରାମ୍‌
    • ସିଝାଆଳୁ-୩ଟି
    • ବଡ଼ ପିଆଜ- ୨ଟି (କଟା)
    • ଗ୍ରୀନ୍‌ ମଟର -୧ ଟେବୁଲ୍‌-ଚାମଚ
    • କଟା ଟମାଟୋ-୧ ଟେବୁଲ୍‌-ଚାମଚ
    • କଟା ଧନିଆ ପତ୍ର- କିଛି
    • ଚାଟ୍‌ ମସଲା- ୧ ଛୋଟ ଚାମଚ
    • ରିଫାଇନ୍‌ -୧ ଛୋଟ ଚାମଚ
    • ଲୁଣ- ଅଳ୍ପ
    • ବଟର୍‌ – ୧ ଛୋଟ ଚାମଚ

    ପ୍ରଣାଳୀ :

    କରେଇରେ ତେଲ ଗରମ କରି ହଳଦିପାଣିରେ ଧୁଆ ହୋଇ ଚିପୁଡ଼ା ହୋଇଥିବା ଛତୁ, ପିଆଜ, ଲଙ୍କା, ଟମାଟୋ, ଲୁଣ ଟିକେ ଦେଇ ଭଲକରି ଭାଜି, ଛତୁ ସିଝିବାଯାଏଁ ଭାଜି ରଖନ୍ତୁ । ଏଥୁରେ ସିଝାଆଳୁ ଓ ଚାଟ୍‌ ମସଲା, ଧନିଆ ପତ୍ର ପକାଇ ଚକଟି ରଖନ୍ତୁ । ପ୍ୟାନ୍ ଗରମ କରି ହାଲ୍‌କା ବଟର୍‌ ଲଗାଇ ବ୍ରେଡ୍‌ଗୁଡ଼ିକୁ ଦୁଇପଟରୁ ହାଲ୍‌କାଭାବେ ଭାଜି ମଝିରେ ଆଳୁ-ଛତୁ ମିଶ୍ରଣ ଭଲଭାବେ ଲଗାଇ ଉପରୁ ଆଉ ଗୋଟିଏ ବ୍ରେଡ୍‌ ପିସ୍‌ ଲଗାଇ ସେକିଦିଅନ୍ତୁ । ମଝିରୁ ତେର୍ଛା କରି କାଟି ସର୍ଭ କରନ୍ତୁ ସସ୍‌ ଓ ସାଲାଡ୍‌ ସହ ।

    Breakfast Recipe Muhroom Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.