Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»ଖୁଆ ପେଡା / Khua Peda
    Odia Recipe

    ଖୁଆ ପେଡା / Khua Peda

    Suchitra PBy Suchitra PNovember 8, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    Khua Peda
    Khua Peda
    Share
    Facebook Twitter LinkedIn Pinterest Email
    Khua Peda
    Khua Peda

    ସାମଗ୍ରୀ :

    • ଖୁଆ-୫୦୦ ଗ୍ରାମ୍‌
    • କ୍ଷୀର -୨ କପ୍‌ (ବହଳିଆ କ୍ଷୀର)
    • ଗୁଣ୍ଡ ଚିନି -୧ କପ୍‌
    • ଘିଅ- ଅଧା କପ୍‌
    • ଗୁଜୁରାତି ଗୁଣ୍ଡ-୨ ଚାମଚ
    • ପିସ୍ତା ଓ କାଜୁ ଗୁଣ୍ଡ-୨ ଚାମଚ
    • କେଶର-୧ ଚାମଚ

    ପ୍ରଣାଳୀ :

    କେଶରକୁ ଅଳ୍ପ ଉଷୁମ କ୍ଷୀରରେ ପକାଇ ମିଶାଇ ବାକି କ୍ଷୀରରେ ଢାଳ । ଚିନି, ଘିଅ ଓ କ୍ଷୀର ମିଶାଇ ଚୁଲିରେ ବସାଅ । ଗୁଜୁରାତି ଗୁଣ୍ଡ ପକାଅ । ଖୁଆକୁ ଭଲକରି ହାତରେ ଗୁଣ୍ଡ କରି ଅଳ୍ପ ଅଳ୍ପ ପକାଇ ଗୋଳାଉଥାଅ । ମିଶ୍ରଣ ଶୁଖିଆସିଲେ ଥଣ୍ଡା କରି ହାତରେ ଗୋଲ୍‌ ଗୋଲ୍‌ ଚେପ୍‌ଟା ଆକାରରେ କରି ମଝିରେ ପିସ୍ତା ଓ କାଜୁ ଗୁଣ୍ଡ ଦେଇ ହାତରେ ଚାପିଦିଅ । ଥଣ୍ଡା ହେଲେ ଫ୍ରିଜ୍‌ରେ ରଖୁଦିଅ । ସେଟ୍‌ ହୋଇଯିବ ।

    Odia Recipe Odia Sweet Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.