Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»ଲେମ୍ବୁ ଆଚାର/ Lemon Pickle
    Odia Recipe

    ଲେମ୍ବୁ ଆଚାର/ Lemon Pickle

    Suchitra PBy Suchitra PNovember 7, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    Lemon-Pickle
    Lemon-Pickle
    Share
    Facebook Twitter LinkedIn Pinterest Email
    Lemon-Pickle
    Lemon-Pickle

    ଉପକରଣ :

    • ଲେମ୍ବୁ -୪୦ଟି ( ପାଚିଲା)
    • ସୋରିଷତେଲ-୧/୨କେଜି.
    • ସୋରିଷ-୧୦୦ ଗ୍ରାମ୍‌
    • ଧନିଆଗୁଣ୍ଡ-୧୦୦ ଗ୍ରାମ୍‌
    • ପାନମହୁରି-୧୦୦ ଗ୍ରାମ୍‌
    • ଲଙ୍କାଗୁଣ୍ଡ- ୧୦୦ ଗ୍ରାମ୍‌
    • ହଳଦୀ ଗୁଣ୍ଡ-୫୦ ଗ୍ରାମ୍‌
    • ମେଥି-୨୫ ଗ୍ରାମ୍‌
    • କଳାଜିରା-୨୫ ଗ୍ରାମ୍‌
    • ହେଙ୍ଗୁ-ଟିପେ
    • ଲୁଣ-ସ୍ଵାଦାନୁସାରେ

    ପ୍ରଣାଳୀ :

    ଲେମ୍ବୁକୁ ଲୁଣ ଦେଇ ଗୋଟିଏ ଡବାରେ ପୂରାଇ ଖରାରେ ରଖନ୍ତୁ । ପ୍ରତିଦିନ ଡବା ହଲାଉଥିବେ । ୭ ଦିନ ପରେ ଲେମ୍ବୁ ନରମିଯିବ । ଏହାକୁ କାଢ଼ି ଦୁଇଟା ଚିରା ଲଗାଇ ରଖିବେ । ଲେମ୍ବୁ ପୂରା ଯେମିତି କଟିନଯାଏ । ପୁଣି ଏହି ଲେମ୍ବୁକୁ ଆଉ ଦୁଇଟି ଖରା ଦେବେ । ପାନମହୁରି, ମେଥି ଓ କଳାଜିରାକୁ ମିଶାଇ ହାଲକା କରି ଭାଜିବେ । ସୋରିଷ ସହ ମିଶାଇ ସବୁକୁ ଗୁଣ୍ଡ କରିବେ । ତେଲରେ ହେଙ୍ଗୁ ପକାଇ ଫୁଟାଇ ଥଣ୍ଡା କରିବେ । ସେଥ୍ରେ ମସଲାସବୁ ଗୋଳାଇ ଲେମ୍ବୁ ଡବାରେ ଭରନ୍ତୁ । ଏହି ସ୍ଟଫଡ୍ ଲେମ୍ବୁକୁ ଡବାରେ ଭରନ୍ତୁ । ଉପରୁ ତେଲ ଢାଳନ୍ତୁ । ୧୫ଦିନ ପରେ ଆଚାର ଖାଇବାକୁ ରେଡ଼ି ହୋଇଯିବ ।

    Lemon Pickle Recipe Odia Recipe Pickle Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.