Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»ଦହି ଭାତ/ Curd Rice
    Odia Recipe

    ଦହି ଭାତ/ Curd Rice

    Suchitra PBy Suchitra PNovember 6, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    Dahi Bhat
    Dahi Bhat
    Share
    Facebook Twitter LinkedIn Pinterest Email
    Dahi Bhat
    Dahi Bhat

    ସାମଗ୍ରୀ :

    • ବାସୁମତୀ ଚାଉଳ-୨ କପ୍‌
    • ତେଜପତ୍ର- ୧ଟି
    • ଲବଙ୍ଗ -୩ଟି
    • କାଜୁ ଭଜା-୨୦ ଗ୍ରାମ୍‌
    • ବାଦାମ-୨୦ ଗ୍ରାମ୍‌
    •  ସୋରିଷ-୧ ଚାମଚ
    • ଚିନି-୧ ଚାମଚ
    • ଦହି-୧ କପ୍‌
    • ଘିଅ-୨ ଚାମଚ
    • ଲୁଣ-ସ୍ବାଦାନୁସାରେ

    ପ୍ରଣାଳୀ :

    ୨ କପ୍‌ ଚାଉଳରେ ଆବଶ୍ୟକ ପାଣି ଦେଇ ୧/୨ ଘଣ୍ଟା ପାଇଁ ବତୁରାଇ ରଖି ଛାଣି ଅଲଗା ରଖନ୍ତୁ । ଘିଅ ଗରମ କରି ଗୋଟା ମସଲା ଓ ତେଜପତ୍ର ପକାନ୍ତୁ । ଏଥର ଚାଉଳ ଓ ଲୁଣ, ହଳଦି, ଚିନି ପକାଇ ମଧ୍ୟମ ଆଞ୍ଚରେ ୨-୩ ମିନିଟ୍‌ ଭାଜନ୍ତୁ । ତା ପରେ ୪ କପ୍‌ ପାଣି ଦେଇ ଘୋଡ଼ଣୀ ଲଗାଇ କମ୍‌ ଆଞ୍ଚରେ ୧୦-୧୫ ମିନିଟ୍‌ ରାନ୍ଧନ୍ତୁ । ହୋଇଗଲେ ଚୁଲିରୁ କାଢ଼ି ଘୋଡ଼ଣୀଲଗା ଅବସ୍ଥାରେ ୫-୭ ମିନିଟ୍‌ ରଖନ୍ତୁ । କାଢ଼ି ଉଷୁମ ହେବାଯାଏଁ ରଖନ୍ତୁ । ତା ପରେ ସେଥିରେ ଦହି, ବାଦାମ ଓ କାଜୁ ଗୋଳାଇଦିଅନ୍ତୁ ଓ ପ୍ଲେଟ୍‌କୁ କାଢ଼ି ସର୍ଭ କରନ୍ତୁ ।

    Cur Rice Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.