Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»ବ୍ରେଡରୁ ଗୁଲାବ ଜାମୁନ ପ୍ରସ୍ତୁତି
    Odia Recipe

    ବ୍ରେଡରୁ ଗୁଲାବ ଜାମୁନ ପ୍ରସ୍ତୁତି

    Suchitra PBy Suchitra POctober 24, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    Gulab Jamun
    Gulab Jamun
    Share
    Facebook Twitter LinkedIn Pinterest Email
    Gulab Jamun
    Gulab Jamun
    Prepare time: 30 min
    Cook: 30 min
    Ready in: 1 hr

    Ingredients

    • ବ୍ରେଡ
    • ସର ମିଶା କ୍ଷୀର ଏକ କପ୍
    • ଚିନି ଏକ କପ୍
    • ପାଣି ଦୁଇ କପ୍
    • ଛାଣିବାକୁ ତେଲ
    • ଗୁଜୁରାତି ଗୁଣ୍ଡ
    • କାଜୁ ଓ ଖିସମିସ୍

    Directions

    • ବ୍ରେଡରୁ ଚାରି କଡରେ ଥିବା ମାଟିଆ ଅଂଶକୁ କାଟି ବାହାର କରି ଦିଅନ୍ତୁ ।
    • ଏହି ଧଳା ବ୍ରେଡକୁ ଛିଣ୍ଡାଇ ଛୋଟ ଛୋଟ ଖଣ୍ଡ କରି ଦିଅନ୍ତୁ ।
    • ସେଥିରେ ସର ମିଶା କ୍ଷୀର ଅଳ୍ପ ଅଳ୍ପ ଦେଇ ଅଟା ଚକଟିଲା ଭଳି ଚକଡ଼ି ଦିଅନ୍ତୁ।
    • ତାପରେ ସେଇ ଚକଡ଼ାରୁ ଛୋଟ ଛୋଟ ବଲ୍ ଭଳି ପ୍ରସ୍ତୁତ କରନ୍ତୁ ଓ ସେଥିରେ ବଲ୍ ମଝିରେ କାଜୁ ବା ଖିସମିସ୍ ରଖି ଦିଅନ୍ତୁ ।

    ପ୍ରସ୍ତୁତ ପ୍ରଣାଳୀ:

    • ଗ୍ୟାସରେ କଡେଇ ବସାଇ ୨ କପ୍ ପାଣି ଓ ଏକ କପ୍ ଚିନି ଦେଇ ଫୁଟାନ୍ତୁ ଓ ସେଥିରେ ଅଳ୍ପ ଗୁଜୁରାତି ଗୁଣ୍ଡ ପକେଇ ଗୋଳେଇ ଦିଅନ୍ତୁ । ଏବେ ଆପଣଙ୍କର ସିରା ପ୍ରସ୍ତୁତ ହୋଇଯିବ।
    • ଏବେ ତେଲ ଗରମ କରି ଗୁଲାବ ଜାମୁନ ବଲ୍ ଗୁଡିକୁ ପକେଇ ଛାଣନ୍ତୁ । ଗୋଲଡେନ୍ ବ୍ରାଉନ୍ ରଙ୍ଗ ହୋଇଗଲେ ତେଲରୁ କାଢି ଫୁଟନ୍ତା ସିରାରେ ପକାନ୍ତୁ ।
    • କିଛି ସମୟ ଭିତରେ ଗୁଲବ ଜାମୁନ ନରମ ଲାଗିଲେ ସିରାକୁ ଗ୍ୟାସ୍ ରୁ କାଢି ଦିଅନ୍ତୁ ।
    • ଏବେ ପ୍ଲେଟରେ କଟା ପିସ୍ତା ବାଦାମ ଦେଇ ସଜେଇ ଦିଅନ୍ତୁ ।
    Gulab Jamun Recipe Odia Recipe Odia Sweet Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.