Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»ଚିଲି ଚିକେନ୍
    Chicken & Nonveg

    ଚିଲି ଚିକେନ୍

    Suchitra PBy Suchitra POctober 24, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    Chili Chicken
    Chili Chicken
    Share
    Facebook Twitter LinkedIn Pinterest Email

    Chili Chicken
    Chili Chicken

    ଆବଶ୍ୟକ ସାମଗ୍ରୀ

    • ଚିକେନ୍ ପିସ୍ -୫୦୦ ଗ୍ରାମ୍
    • ବଡ଼ ପିଆଜ (ସରୁ ଲମ୍ବା କଟା)
    • କ୍ୟାପସିକମ୍ – ୨ଟି (ସରୁ ଲମ୍ବା କଟା)
    • କଞ୍ଚାଲଙ୍କା
    • ସୋୟା ସସ୍ -୨ ଚାମଚ
    • ଟମାଟୋ ସସ୍ -୨ ଚାମଚ
    • ଚିଲି ସସ୍ -୨ ଚାମଚ
    • ଲୁଣ-ସ୍ୱାଦ ଅନୁସାରେ
    • ରିଫାଇନ୍ ତେଲ, ଅଦା
    • ରସୁଣ-୧୨-୧୪ କୋଲା
    • ଭିନେଗାର- ଅଧକପ୍
    • ଅଣ୍ଡା-୩ଟି
    • ଚାଇନା ସଲ୍ଟ –୧/୨ ଚାମଚ
    • କର୍ଣ୍ଣଫ୍ଲୋର- ୨-୩ ଟେବୁଲ-ଚାମଚ।

    ପ୍ରସ୍ତୁତି ପ୍ରଣାଳୀ

    ଅଦା-ରସୁଣକୁ ଛୋଟଛୋଟ କାଟି ବାଟି ଦିଅନ୍ତୁ । ବଟା ଯାଇଥିବା ଅଦା-ରସୁଣକୁ ଭିନେଗାର ସହ ମିଶେଇ ଚିକେନରେ ଗୋଳାଇ ଦିଅନ୍ତୁ । ଏହି ଚିକେନକୁ ୩-୪ ଘଣ୍ଟା ଫ୍ରିଜରେ ରଖିଦିଅନ୍ତୁ ।

    କର୍ଣ୍ଣଫ୍ଲୋର ରେ ଲୁଣ, ଅଣ୍ଡା ମିଶାଇ ଭଲକରି ଫେଣ୍ଟି ଦିଅନ୍ତୁ । ଫ୍ରିଜଓ ଚିକେନ୍ କାଢ଼ି ଏହି କର୍ଣ୍ଣଫ୍ଲୋରରେ ମିଶାନ୍ତୁ ।

    ତେଲ ଗରମ କରି ଏହି ଚିକେନ୍ ପିସ୍‌କୁ ଛାଣି ଦିଅନ୍ତୁ । ଯେମିତି ଚିକେନ୍ ପିସ୍‌ ଲାଲ୍ ଦେଖାଯିବ ।

    ଅଳ୍ପ ତେଲରେ ପିଆଜ, ଲଙ୍କା ଓ କ୍ୟାପ୍ସିକମ୍ ଭାଜନ୍ତୁ । କିଛି ସମୟ ପରେ ଏଥିରେ ଛଣା ଚିକେନ ପିସ୍‌ଗୁଡ଼ିକୁ ପକାଇ ଟିକେ ବାଜି ଦିଅନ୍ତୁ । ଚାଇନା ସଲ୍ଟ ଓ ସସ୍ ସବୁ ଦେଇ ଗୋଳାଇ ଗ୍ୟାସ ବନ୍ଦ କରି ଦିଅନ୍ତୁ ।

    ପ୍ରସ୍ତୁତ ହେଇଗଲା ଚିଲି ଚିକେନ, ଗରମ ଗରମ ପରଷିଦିଅ ।

    Chicken Recipe Chili Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.