Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»ଚିକେନ ବେସର ପୋଡା
    Chicken & Nonveg

    ଚିକେନ ବେସର ପୋଡା

    Suchitra PBy Suchitra POctober 24, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    Chicken Besar Poda
    Chicken Besar Poda
    Share
    Facebook Twitter LinkedIn Pinterest Email
    Chicken Besar Poda
    Chicken Besar Poda
    ଚିକେନରେ ପ୍ରସ୍ତୁତ ଖାଦ୍ୟ ବା କାହାକୁ ପସନ୍ଦ ନୁହେଁ। ତରକାରୀ କିମ୍ବା ଛଣା ଚିକେନ୍ ଠାରୁ ପୋଡା ଚିକେନ୍ ଅଧିକ ଭିଟାମିନ୍ ଥାଏ ବୋଲି ଡାକ୍ତରମାନେ ମତ ଦିଅନ୍ତି। ପୋଡା ଚିକେନ୍ ତିଆରି କରିବା ଅତି ସହଜ ଅଟେ। ଜାଣିବା ଓଡ଼ିଶାର ଗାଁ କିମ୍ବା ଜଙ୍ଗଲ ଅଞ୍ଚଳରେ ପ୍ରସ୍ତୁତି ହେଉଥିବା ଚିକେନ ବେସର ପୋଡାର ପ୍ରସ୍ତୁତି।

    ଆବଶ୍ୟକ ସାମଗ୍ରୀ

    • ଚିକେନ୍
    • ଦରାକର ଅନୁସାରେ ଅଦା ଓ ରସୁଣ ପେଷ୍ଟ
    • କିଛି କଟା ପିଆଜ
    • ଦରକାର ଅନୁସାରେ ଲୁଣ ଓ ହଳଦୀ
    • ୫୦ ଗ୍ରାମ୍ ସୋରିଷ ତେଲ
    • କିଛି ଲଙ୍କାଗୁଣ୍ଡ ,ଜିରାଗୁଣ୍ଡ ଓ ଧନିଆଗୁଣ୍ଡ
    • ପୋଡିବା ପାଇଁ କଦଳିପତ୍ର କିମ୍ବା ଶାଳପତ୍ର

    ପ୍ରସ୍ତୁତି ପ୍ରଣାଳୀ

    କଟା ଚିକେନକୁ ଭଲ ଭାବରେ ଧୋଇ ସେଥିରେ ସୋରିଷ ତେଲ, ଅଦା ଓ ରସୁଣ ପେଷ୍ଟ, ସ୍ୱାଦ ଅନୁସାରେ ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ଜିରାଗୁଣ୍ଡ ଓ ଧନିଆଗୁଣ୍ଡ ପକେଇ ଭଲ ଭାବରେ ଗୋଳାଇ ଦିଅନ୍ତୁ।

    ଏହି ଗୋଳା ଚିକେନକୁ କଦଳୀ ପାତ୍ରରେ ୩ରୁ ୫ ପରସ୍ତ କରି ଗୁଡେଇ ବାନ୍ଧି ଦିଅନ୍ତୁ। ଏବେ ଚୁଲିରେ କଡ଼ାଇ ବସାଇ ଏହି କଦଳୀ ପାତ୍ରରେ ବନ୍ଧା ଚିକେନକୁ ରଖନ୍ତୁ। ବନ୍ଧା ଚିକେନ ଉପରେ ପୋଡା ଅଙ୍ଗାର ନିଆଁ ମଧ୍ୟ ରଖି ଦିଅନ୍ତୁ।

    ଚୁଲିରେ କାଠ ନିଆଁ ଧୀରେ ଧୀରେ ଜାଳନ୍ତୁ। କିଛି ସମୟ ଭିତରେ ଚିକେନରୁ ପାଣି କଡେଇରେ ଆସିବ, ଏହି ପାଣି ଶୁଖିଗଲା ପରେ ଚିକେନକୁ ବାହାରକରି କଟା ପିଆଜ ସହିତ ପରଶି ଦିଅନ୍ତୁ

    Chicken Poda Recipe Chicken Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.