
Prepare time: 2 hr
Cook: 15 min
Ready in: 2 hr 15 min
Ingredients
- ଅରୁଆ ଚାଉଳ ୨୫୦ଗ୍ରାମ
- ବିରି ଡାଲି ୧୦୦ ଗ୍ରାମ
- ଲୁଣ ସ୍ୱାଦ ଅନୁସାରେ
- ତେଲ ଆବଶ୍ୟକ ଅନୁସାରେ
Directions
ବିରି ଓ ଚାଉଳକୁ ୬ ଘଣ୍ଟା ପାଣିରେ ଭିଜାଇ ରଖ । ଏହାପରେ ଏହାକୁ ଧୋଇ ଚିକ୍କଣ କରି ବାଟି ଲୁଣ ଗୋଳାଇ ରଖ । ତାଉଆରେ ଅଳ୍ପ ତେଲ ଦେଇ ପତଳା ସାଇଜର ଚକୁଳି ପ୍ରସ୍ତୁତ କର । ଥରେ ଉଲଟାଇ ଦିଅ । ଏହାକୁ ଚଟଣୀ ସହିତ ଖାଇଲେ ଖୁବ ସ୍ୱାଦଯୁକ୍ତ ହୋଇଥାଏ ।