Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»ଆଳୁ ଫ୍ରାଏ
    Odia Recipe

    ଆଳୁ ଫ୍ରାଏ

    Suchitra PBy Suchitra POctober 24, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    Frech Fries Odia Recipe
    Frech Fries Odia Recipe
    Share
    Facebook Twitter LinkedIn Pinterest Email
    Frech Fries Odia Recipe
    Frech Fries Odia Recipe
    Prepare time: 10 min
    Cook: 20 min
    Ready in: 30 min

    ଓକିଛି ସ୍ନାକ୍ସ ଖାଇବାକୁ ଇଛା ହଉଛି କିନ୍ତୁ ବେଶି ସମୟ ନାହିଁ କିଛି ସ୍ପେସାଲ ବନାଇବାକୁ ଟାଇମ୍ ନାହିଁ !! କିଛି ଚିନ୍ତା କରନ୍ତୁ ନାହିଁ । ଆଳୁ ଫ୍ରାଏ ଅଛିନା….।

    ଆବଶ୍ୟକୀୟ ସାମଗ୍ରୀ:

    • ୫୦୦ ଗ୍ରାମ ଆଳୁ, ସରୁ ସରୁ କରି କାଟି ନିଅ
    • ଆବଶ୍ୟକ ପରିମାଣର ତେଲ
    •  ୧୦୦ ଗ୍ରାମ ଅଟା
    • ୧/୨ ଚାମଚ୍ ଲୁଣo
    • ୧/୨ ଚାମଚ୍ ବେକିଙ୍ଗ ପାଉଡର
    • ୧/୨ ଚାମଚ୍ ଲଙ୍କା ପାଉଡର୍

    ପ୍ରସ୍ତୁତି ପ୍ରଣାଳୀ:

    1. ପ୍ରଥମେ ଅଟ, ବେକିଙ୍ଗ୍ ପାଉଡର, ଲୁଣ, ଲଙ୍କା ଗୁଣ୍ଡ ସହିତ ପାଣି ଦେଇ ଗୋଳାଇ ଦିଅନ୍ତୁ । ଭଲ ଭାବରେ ଗୋଳାନ୍ତୁ ।
    2. ସରୁ ସରୁ ଆଳୁ ଗୁଡିକୁ ସେଥିରେ ବୁଡାଇ ଦିଅନ୍ତୁ ।
    3. ତେଲ ଗରମ କରି ସେଥିରେ ଛାଣି ଦିଅନ୍ତୁ
    4. ଟମାଟୋ ସସ୍ ସହିତ ପରଶି ଦିଅନ୍ତୁ ।
    Frech Fries Recipe Odia Recipe Patato Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2026 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.