Prepare time: 20 min
Cook: 2 hr 30 min
Ready in: 2 hr 50 min
ଦହି ବାଇଗଣ ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ ଯାହା ଦହିରେ ଭଜା ବାଇଗଣ ମିଶାଇ ତିଆରି କରାଯାଇଥାଏ ।
ପ୍ରଥମେ ବାଇଗଣ କୁ ଭଲ ଭାବେ ଧୋଇ ପତଳା ପତଳା କଟାଯାଏ । କଢେଇ ରେ ତେଲ ଗରମ କରି ସେଥିରେ ଗୋଟା ସୋରିଷ, ଭ୍ରୂଷଙ୍ଗ ପତ୍ର, ରସୁଣ ଛେଚା, ଲଙ୍କା, ସାମାନ୍ୟ ହଳଦୀ ମିସେଇଲା ପରେ କଟଜାଇଥିବା ବାଇଗଣ କୁ ସେଥିରେ ଭଯାଯାଏ । ଶେଷରେ ସେହି ଭଜା ବାଇଗଣ କୁ ଟିକେ ଥଣ୍ଡା ହେଇ ଆସିବା ପରେ ଦହି ରେ ମିସାଇ, ସ୍ଵାଦ ଅନୁସାରେ ଲୁଣ, ଜିରାଲଙ୍କା ଗୁଣ୍ଡା ମିସାଯାଏ ।