Ou Khata Pickle Odia Recipe
Prepare time: 30 min
Cook: 30 min
Ready in: 1 hr
 OU-Khata-Odia-Recipe

Ingredients

  • ଓଉ ଖଟା ନିମନ୍ତେ:
  • ଓଉ – ୧
  • ଚିନି – ୧ କପ
  • ହେଙ୍ଗୁ – ଅଧ ଚାମଚ
  • ଫୁଟଣ –
  • ଜିରା
  • ଲଙ୍କା (ଶୁଖିଲା) – ୫ ରୁ ୭ ଟି

Directions

  • ଓଉକୁ ଧୋଇ ସଫା କରାଯାଇଥାଏ । ତାକୁ ଛୁରିରେ ଲମ୍ବା ସରୁ ସରୁ ଖଣ୍ଡ କରି କଟାଯାଇଥାଏ ।
  • ଚୁଲିରେ କଡ଼େଇ ବସାଇ ତାହା ଗରମ ହୋଇଗଲେ ସେଥିରେ ୧-୨ ଚାମଚ ତେଲ ଢଳାଯାଇଥାଏ ।
  • ଏଥିରେ ଫୁଟଣ ଓ ଶୁଖିଲା ଲଙ୍କା ପକାଇ ଭଜାଯାଇଥାଏ ।
  • ତାହାପରେ ହେଙ୍ଗୁ ପକାଇ ଅଳ୍ପ ବଘାରି ସେଥିରେ ଓଉକୁ ପକାଇ ଢାଙ୍କି ଦିଆଯାଇଥାଏ ।
  • ଏହା ସିଝି ଆସିଲେ ସେଥିରେ ଅଳ୍ପ ପାଣି ଓ ଚିନି ପକାଇ ଦେଇ ୫ ରୁ ୧୦ ମିନଟ ବସାଯାଇଥାଏ ।
  • ତାହାପରେ ଚୁଲିର ଆଞ୍ଚ କମ କରି ସେଥିରେ କଟା ଧଣିଆ ପତ୍ର ଓ ଜିରା ଗୁଣ୍ଡ ଛିଞ୍ଚି ଭାତ ସହିତ ପରସାଯାଇଥାଏ ।

LEAVE A REPLY

Please enter your comment!
Please enter your name here