Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»ଆଳୁଦମ
    Odia Recipe

    ଆଳୁଦମ

    Suchitra PBy Suchitra POctober 24, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    Alu Dum
    Alu Dum
    Share
    Facebook Twitter LinkedIn Pinterest Email
    Alu Dum
    Alu Dum

    Prepare time: 30 min

    Cook: 30 min
    Ready in: 1 hr
    ଆଳୁଦମ ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ ଅଟେ ଯାହାକୁ ଦହିବରା ସହିତ ଖାଇବାକୁ ଲୋକ ଭଲ ପାଆନ୍ତି । କଟକ ସହର ଦହିବରା-ଆଳୁଦମ ପାଇଁ ଖ୍ୟାତିଲାଭ କରିଛି । ଖାସ କରି ବିଡ଼ାନାସୀର ରଘୁ ଦହିବରା-ଆଳୁଦମ ଏକ ପରିଚିତ ନାଁ ଅଟେ । ଆଜି ଆଣିବା ଆଳୁଦମର ପ୍ରସ୍ତୁତି।

    ଆବଶ୍ୟକ ସାମଗ୍ରୀ

    • ଆଳୁ
    • ପିଆଜ
    • ଅଦାବଟା
    • ରସୁଣବଟା
    • ଜିରାଗୁଣ୍ଡ
    • ଧନିଆଗୁଣ୍ଡ
    • ଲଙ୍କାଗୁଣ୍ଡ
    • ହଳଦିଗୁଣ୍ଡ
    • ଆବଶ୍ୟକ ଅନୁଯାୟୀ ତେଲ ଏବଂ ସ୍ୱାଦ ଅନୁଯାୟୀ ଲୁଣ

    ପ୍ରସ୍ତୁତି ପ୍ରଣାଳୀ

    ପ୍ରଥମେ ଆଳୁକୁ ଧୋଇ ସିଝାଇ ଦିଅନ୍ତୁ । ଆଳୁ ସିଝିଗଲା ପରେ ତା’ର ଚୋପା ଛଡ଼ାଇ ଚାରିଖଣ୍ଡ କରି କଟାଯାଏ ।
    ଏଥର କଡ଼େଇରେ ତେଲ ପକାଇ କଟା ପିଆଜ ପକାଇ ଭାଜନ୍ତୁ । ପିଆଜ ଭାଜି ହୋଇଗଲେ ସେଥିରେ ଅଦାବଟା ଓ ରସୁଣବଟା ପକାଇ କିଛି ସମୟ କଶନ୍ତୁ ।

    ଟିକେ ବାସ୍ନା ଆସିଲେ ୫ ମିନିଟ୍‍ ପରେ ଜିରାଗୁଣ୍ଡ, ଧନିଆଗୁଣ୍ଡ, ଲଙ୍କାଗୁଣ୍ଡ, ହଳଦିଗୁଣ୍ଡ ଓ ଆବଶ୍ୟକ ଅନୁଯାୟୀ ଲୁଣ ପକାଇ ପୁଣି କଶନ୍ତୁ । କଷି ହୋଇଗଲା ପରେ ସେଥିରେ କଟାଯାଇଥିବା ଆଳୁ ପକାଇ ଘଣ୍ଟି ଦିଅନ୍ତୁ । ୫ ମିନିଟ୍‍ କଷିଲା ପରେ ପ୍ରସ୍ତୁତ ହୋଇଗଲା ଆଳୁଦମ ।

    Alu Dum Recipe Odia Recipe Patato Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.