Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.

ଜୀବନରେ ଯେବେ କେବେ ଦେଖାହୁଏ
କହିବି ହୃଦୟ ଖୋଲି ତୁମକୁ ଜଳୁଥିବି
ସଦା ସଳିତା ପରି ମୁଁ ଜଳି
Jeebanare jebe kebe dekhahue
Kahibi hrudaya kholi tumaku jaluthibi
Sada salita pari mu jali

ଅୟ ସୁଲକ୍ଷଣୀ ସାଜି ମୁଁ ଦେବତା
ତୁମ ପାଦ ଅନୁସରି ଏ ଜୀବନ ପାଇଁ
ତୁମଠୁଁ ବିଦାୟ ନେଇଯିବି ପାଦ ଧରି
Aya sulakshanee saji mun debata
Tuma pada anusari e jeebana pain
Tumathu bidaya neijibi pada dhari

ଶେଷରେ ତୁମକୁ ଏତିକି ମିନତି କରୁଛି
ହେ ପ୍ରାଣଧନ କେହି ନ ବୁଝିଲେ ମୋର
ମନକଥା ତୁମର ଏହି ଜୀବନ
Sheshare tumaku etiki minati karuchi
Hey pranadhana kehi nabujhile mora
manakatha tumara ehi jeebana

ତୁମେ ଯଦି ମୋତେ ପର କରିଦିଅ
ମୁଁ ହେବି କାହାର କୁହ ଦିନରାତି
ସଦା ତୁମକୁ ମୁଁ ଝୁରି ନୟନୁ ଝରୁଛି ଲୁହ
Tume jadi mate para karidia
Mun hebi kahara kuha dinarati
Sada tumaku mun jhuri nayanu jharuchi luha

ତୁମେ ମୋ ଜୀବନ ତୁମେ ମୋ ସ୍ପନ୍ଦନ
ତୁମେ ମୋର ଗତ ମୁକ୍ତି କିପରି ଭୁଲିବି
କୁହ ହେ ଦେବତା ତୁମ ଆମ ସ୍ନେହ ପ୍ରୀତି
Tume mo jeebana tume mo spandana
Tume mora gata mukti kipari bhuibi
Kuha he debata tuma Ama sneha preeti