![]() |
ସତର୍କତାର ସହ କାର୍ଯ୍ୟ କରନ୍ତୁ; ନଚେତ୍ ହଇରାଣ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ମିଳିବା କଷ୍ଟସାଧ୍ୟ ହେବ। ତଥାପି ମନରେ ସରସତା ଆସିବ। ବଳବାନ୍ ହେବେ। ସୁବର୍ଣ୍ଣ ସମ୍ପଦ ଲାଭ ହେବ। ଧନ ଓ ଯାନବାହନଯୁକ୍ତ ହେବେ। |
![]() |
ଅର୍ଥ ସଂଗ୍ରହ କରପାରନ୍ତି। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଦୀର୍ଘଦିନର ଆଶା ପୂରଣ ହୋଇପାରେ। କର୍ମକ୍ଷେତ୍ରରେ ଅଧୋଗତି ଘଟିବ। ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି। ଧାର୍ମିକ ହେବେ। ପାଣ୍ଡିତ୍ୟର ପରପ୍ରିକାଶ ଘଟିବ। |
![]() |
ପଦୋନ୍ନତ ମିଳିପାରେ। ସାଧନାରେ ସିଦ୍ଧି ଲାଭ କରିବେ। ଚିନ୍ତାଧାରା ପବିତ୍ରର ରୂପ ନେଇ ପାରେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରପାରନ୍ତି। ଠାକୁରଙ୍କ ଦର୍ଶନ ଲାଭ କରି ଆଶ୍ବସ୍ତ ହେବେ। |
![]() |
ବିଭିନ୍ନ କାରଣକୁ କେନ୍ଦ୍ର କରି ବ୍ୟଥିତ ହୋଇପାରନ୍ତି। ସତସଙ୍ଗୀ ହେବେ। କାର୍ଯ୍ୟ ହାସଲ କରପାରନ୍ତି; ମାତ୍ର ବିଳମ୍ବରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅର୍ଥ ମଳିବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ-ଯାପନ କରିବେ। |
![]() |
ଯଶସ୍ବୀ ହୋଇପାରନ୍ତି। ମାନ ସମ୍ମାନ ମଳିବ। ଗୌରବ ଅଧିକାରୀ ହୋଇପାରନ୍ତି। ଧନକ୍ଷୟ ହୋଇପାରେ। ଶାରୀରିକ ପୀଡ଼ା ଅନୁଭବ କରପାରନ୍ତି। ଖର୍ଚ୍ଚାନ୍ତ ହେବା ଆଶାକରାଯାଏ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ। |
![]() |
ନିଜର ସାମର୍ଥ୍ୟ ବଢ଼ାଇବାର କ୍ଷମତା ଆପଣଙ୍କର ଅଛି। ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିବେ। ଅର୍ଥ ପ୍ରାପ୍ତି ପାଇଁ ସମୟ ଅନୁକୂଳ ରହିବ। ଅବିବାହିତଙ୍କର ମନୋରମା କନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ। ସ୍ବର୍ଣ୍ଣାଦି ଲାଭ ହେବ। |
![]() |
ବିଭିନ୍ନ ଘଟଣାକୁ ନେଇ ବ୍ୟଥିତ ହେବେ। ଆଶାବାଦୀ ହୋଇପାରନ୍ତି। ପାରବାରିକ ସୁଖଶାନ୍ତି ମିଳିବ। ସର୍ବାଙ୍ଗୀନ ଉନ୍ନତି ଆଶା କରାଯାଏ। ରାଜପୂଜିତ ହେବେ। ଧନ ଓ ଯାନ-ବାହନଯୁକ୍ତ ହେବେ। ଗ୍ରାମାଧୀଶ ଓ ପରାକ୍ରମୀ ହେବେ। |
![]() |
ସାମୟିକ ଭାବେ ମନରେ ଅସ୍ଥିରତା ଦେଖା ଦେଇପାରେ। ଆଲୋଚନା ମାଧ୍ୟମରେ କାର୍ଯ୍ୟ ସଫଳତା ମଳିବ। ବିଦ୍ୟାବାନ୍ ହୋଇପାରନ୍ତି। ସୁବର୍ଣ୍ଣାଦିଯୁକ୍ତ ହେବେ। ରୂପବାନ୍ ହେବେ। ସୁସ୍ଥ ଶରୀର ଓ ରାଜବଂଶ ପୂଜିତ ହେବେ। |
![]() |
ଆକସ୍ମିକ ଧନ ପ୍ରାପ୍ତିର ସୂଚନା ମିଳୁଛି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ। ଖର୍ଚ୍ଚାନ୍ତ ହେବା ଆଶାକରାଯାଏ। ଦାନଶୀଳ ହୋଇପାରନ୍ତି। ନୀତନିଷ୍ଠ ହେବେ। ଯାନ-ବାହନଯୁକ୍ତ ହୋଇପାରନ୍ତି। କୃଷିକ୍ଷେତକୁ ତ୍ବରାନ୍ବିତ କରିବେ। |
![]() |
ଗୃହକାର୍ଯ୍ୟରେ ବ୍ୟସ୍ତ ରହିବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ପାରିବାରିକ ସୁଖ-ସମ୍ଭବ ହେବ। ସମୃଦ୍ଧିର ମୂଳଦୁଆ ପଡିବ। ସୁଖ-ଶାନ୍ତିରେ ଦିନଟି ଅତିବାହିତ କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ସନମାର୍ଗୀ ହେବେ। |
![]() |
ଆଶା କରି ନଥିବା ବେଳେ ଧନପ୍ରାପ୍ତ ହୋଇପାରନ୍ତି। ଆଳସ୍ୟ ଦୂର ହେବ। ସୁଖ୍ୟାତି ଅର୍ଜନ କରିବେ। ବିବାଦରେ ବିଜୟୀ ହେବେ। କର୍ମରେ ସଫଳତା ମଳିବ। ସୁଭାଷୀ ଓ ସୁବିଦ୍ୟାବାନ୍ ହୋଇପାରନ୍ତି। ତେଜିୟାନ ଓ ଚଞ୍ଚଳତାଯୁକ୍ତ ହେବେ। |
![]() |
ସବୁ ସମସ୍ୟା ଦୂର ହେବ। ଉତ୍ତମ ଭୋଜନ ମଳିବ। ରୋଜଗାର ଆଶାନୁରୂପ ହୋଇପାରେ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସରକାରୀ ବା ବନ୍ଧୁ ସହାୟତା ପାଇ ଲାଭବାନ୍ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। |