![]() |
ଦେବ ଦର୍ଶନ କଲେ ଆନନ୍ଦ ମିଳିବ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ । କାର୍ଯ୍ୟ ବିଳମ୍ୱିତ ହୋଇପାରେ । ସୁସ୍ଥ ଓ ନିରାମୟ ରହିବେ । ଚାକିରିରେ ବିବ୍ରତ ହେବେ । ବ୍ୟବସାୟ ପଛେଇବ । ଛାତ୍ରଛାତ୍ରୀଙ୍କ ଶୁଭଫଳ । |
![]() |
ପ୍ରତିଯୋଗିତାରେ ବିଜୟୀ ହେବେ । ଦ୍ରବ୍ୟ ଲାଭର ସୂଚନା ମିଳୁଛି । କାର୍ଯ୍ୟରେ ଆଗେଇବେ । ବିଭିନ୍ନ ସ୍ତରରୁ ସହଯୋଗ ମିଳିବ । କର୍ମକ୍ଷେତ୍ର ଉତ୍ସାହ-ଜନକ ହେବ । ସୁସ୍ଥ ରହିବେ । ରୋଜଗାର ଆଶାନୁରୂପ ହେବ । ଚାକିରିରେ ପ୍ରାଧାନ୍ୟ ଦେବେ । ପଢ଼ାରେ ଶୁଭ । |
![]() |
ବିଳାସ ଦ୍ରବ୍ୟ ଲାଭ କରିବେ । ସୁଖ-ସମ୍ମାନ ମିଳିବ । ଅଧିକ ବ୍ୟୟ କରିପାରନ୍ତି । ଗୃହରେ ମଙ୍ଗଳ କାର୍ଯ୍ୟ ସମ୍ପାଦିତ ହେବ । ଚାକିରି କ୍ଷେତ୍ରରେ ଜଗି ରଖି ଚଳିବାକୁ ପଡ଼ିବ । ଛାତ୍ରଛାତ୍ରୀମାନେ ଶୁଭ ଫଳ ପାଇବେ । |
![]() |
ଦୁର୍ଘଟଣାରୁ ରକ୍ଷା ପାଇବେ । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ପରିଶ୍ରମର ମୂଲ୍ୟ ମିଳିବ । ସୁସ୍ଥ ରହିବେ । ଆୟବ୍ୟୟ ସମାନ୍ତରାଳ ଗତି କରିବ । ବ୍ୟବସାୟରେ ଉନ୍ନତି ଘଟିବ । ପଢ଼ାପଢ଼ିରେ ଯତ୍ନବାନ୍ ହେବାକୁ ପଡ଼ିବ । |
![]() |
ଆର୍ଥିକ ଅଭାବ ଦୂରୀଭୂତ ହେବ । ବିଭିନ୍ନ ଦିଗରୁ ସହାୟତା ମିଳିବ । ଚାକିରି କ୍ଷେତ୍ରରେ ଅସନ୍ତୋଷ ଦେଖା ଦେବ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ । ବ୍ୟବସାୟରେ ଉନ୍ନତି । ପଢ଼ାରେ ପଛେଇବେ । |
![]() |
ଆଜି ଦିନଟି ସତର୍କତାର ସହ ଚଳିବାକୁ ପଡ଼ିବ । ଉଦାସୀନ ହୋଇପାରନ୍ତି । ଅର୍ଥଲାଭର ସୂଚନା ମିଳୁଛି । କାର୍ଯ୍ୟରେ ସକ୍ରିୟ ରହିବେ । ସମ୍ମାନିତ ହେବେ । ଆର୍ଥିକ ସ୍ଥିତି ଦୃଢ଼ ରହିବ । କାର୍ଯ୍ୟରେ ଧୀରେ ସୁସ୍ଥେ ଆଗେଇବେ । ବିଦ୍ୟାର୍ଥୀଙ୍କୁ ଉଚ୍ଚ ଫଳ ମିଳିବ । |
![]() |
ଅଜାଣତରେ କ୍ଷତି ସହି ପାରନ୍ତି । ଆଶାବାଦୀ ହେବେ । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ସର୍ବାଙ୍ଗୀନ ଉନ୍ନତି ହେବ । ସବୁ ଆଶାପୂର୍ଣ୍ଣ ହୋଇପାରେ । ଆୟ ବୃଦ୍ଧି ଘଟିବ । ଚାକିରିରେ ମନ ପ୍ରସନ୍ନ ରହିବ । ବ୍ୟବସାୟରୁ ଲାଭ ମିଳିବ । ପଢ଼ାରେ ଆଗେଇବେ । |
![]() |
ପିଲାଙ୍କ ପାଠପଢ଼ା ଆନନ୍ଦ ଦାୟକ ହେବ । ସାମୟିକ ଭାବେ ମନରେ ଭୟର ସଂଚାର ହୋଇପାରେ । ଶୁଭାଶୁଭ ମିଶ୍ରିତ ଫଳ ମିଳିବ । ଧୀରେ ସୁସ୍ଥେ କାର୍ଯ୍ୟରେ ଆଗେଇବେ । ଆୟ-ବ୍ୟୟ ସମାନ ହେବ । ଚାକିରି କ୍ଷେତ୍ର ଉତ୍ସାହଜନକ ହେବ । ବିଦ୍ୟାର୍ଥୀଙ୍କୁ ଶୁଭଫଳ । |
![]() |
ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ । ସମସ୍ୟା ବୃଦ୍ଧି ଯୋଗଁ କାର୍ଯ୍ୟକୁ ସ୍ଥଗିତ ରଖିପାରନ୍ତି । ଘାତଚନ୍ଦ୍ର ହେତୁ ସତର୍କରେ ଚଳିବେ । ଚାକିରିରେ ଉଦାସୀନ ହେବେ । ସୁସ୍ଥ ରହିବେ । ସାହାଯ୍ୟ ମିଳିବ । ବିଦ୍ୟାର୍ଥୀ ଶୁଭଫଳ ପ୍ରାପ୍ତ ହେବେ । |
![]() |
ଆୟ ଆଶାନୁରୂପ ହେବ । ଶତ୍ରୁ ବୃଦ୍ଧି ଘଟିପାରେ । ସମସ୍ୟାକୁ ଏଡ଼ାଇ ଆଗକୁ ବଢ଼ିବେ । ମନୋବଳ ଦୃଢ଼ ରହିବ । ସୁସ୍ଥ ରହିବେ । ଚାକିରି କ୍ଷେତ୍ରରେ ନିଜକୁ ସଙ୍କୁଚିତ କରି ରଖିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ବିଦ୍ୟାର୍ଥୀଙ୍କୁ ମଧ୍ୟମ ଫଳ ମିଳିବ । |
![]() |
ଆଶାବାଦୀ ହୋଇପାରନ୍ତି । ନିଜ ବୁଦ୍ଧି ବଳରେ କାର୍ଯ୍ୟରେ ଆଗେଇବେ । କର୍ମକ୍ଷେତ୍ର ଉତ୍ସାହଜନକ ହେବ । ମନୋବଳ ଦୃଢ଼ ରହିବ । ସୁସ୍ଥ ରହିବେ । ଆୟ ଅଳ୍ପ ବଢ଼ିବ । ଚାକିରି କ୍ଷେତ୍ରରେ ସମ୍ମାନିତ ହେବେ । ପଢ଼ାରେ ସଫଳ ହେବେ । |
![]() |
ବନ୍ଧୁ ସହଯୋଗ ମିଳିବ । ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରିବେ । ଶୁଭ ସମ୍ୱାଦ ପ୍ରାପ୍ତ ହେବେ । ମନ ପ୍ରସନ୍ନ ରହିବ । ଶୟନ ସୁଖ ପାଇବେ । ସାହାଯ୍ୟ ପାଇ ଆଗେଇବେ । ସୁସ୍ଥ ରହିବେ । ମନୋବଳ ଦୃଢ଼ ରହିବ । ଆୟ ମଧ୍ୟମ ଧରଣର ହେବ । ପଢ଼ାରେ ମଧ୍ୟମ ଫଳ । |