![]() |
ଗୃହ ପରିବେଶ ବାସଉପଯୋଗୀ ହେବ । ଶ୍ରମ ସାର୍ଥକ ହେବ । କୃଷିକ୍ଷେତରୁ ଲାଭ ମିଳିବ । ଯାନବାହନ ସୁଖ ମିଳିପାରେ । ଅନୁଗତଙ୍କ ଧନ ହାତକୁ ଆଣିପାରନ୍ତି । ଉତ୍ତମ ଗୁଣ ଓ ନୀତିନିଷ୍ଠ ହେବେ । ବହୁବିଧ ଧନପ୍ରାପ୍ତ ହେବେ । |
![]() |
କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ଆର୍ଥିକ ସ୍ଥିତିରେ ଢ଼େର ଉନ୍ନତି ଘଟିବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୁଳ ରହିଛି । ଭଗବତ ପ୍ରେମୀ ହେବେ । ଦେବ ଦର୍ଶନର ସୁଯୋଗ ଅଛି । ସରକାରୀ ସ୍ତରରୁ ଲାଭ ମିଳିବ । |
![]() |
ଆଶାବାଦୀ ହେବେ । ଶ୍ରେଷ୍ଠ ଆସନରେ ଆସୀନ ହେବେ । ସନ୍ତାନ ସୁଖ ମିଳିପାରେ । ବହୁ ହିତାକାଂକ୍ଷୀ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ସନ୍ମାର୍ଗୀ ହେବେ । ଦୃଢ଼ ବିକ୍ରମର ଅଧିକାରୀ ହୋଇପାରନ୍ତି । ତ୍ୟାଗପୂତ ମନୋବୃତ୍ତିର ହେବେ । |
![]() |
ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟ ଆଶାନୁରୂପ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହୋଇପାରନ୍ତି । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ଚିନ୍ତାଧାରା ଉନ୍ନତମାନର ହେବ । |
![]() |
ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍ ରହିପାରନ୍ତି । ଅଧିକ ବ୍ୟୟର ସମ୍ମୁଖୀନ ହେବେ । ବନ୍ଧୁ ବିରୋଧର ସମ୍ମୁଖୀନ ହୋଇପାରନ୍ତି । ଶୁଦ୍ଧପୂତ ଭାଷା ବ୍ୟବହାର କରି ବିଜ୍ଞ ବ୍ୟକ୍ତିର ପରିଚାୟକ ହେବେ । କର୍ମଚଞ୍ଚଳ ରହିବେ । |
![]() |
ଆୟ ପରିମାଣ ବୃଦ୍ଧି ପାଇବ । ସୁ ସମ୍ୱାଦ ଶୁଣି ଭାବବିହ୍ୱଳ ହୋଇପାରନ୍ତି । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସରକାରୀ କୃପା ମିଳିବ । |
![]() |
ପରିଶ୍ରମର ମୂଲ୍ୟ ମିଳିବ । ଶୁଭଖବର ପାଇ ଖୁସି ହେବେ । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ସରକାରୀ ସମ୍ମାନ ଓ ଅର୍ଥ ମିଳିବ । |
![]() |
ସେବା ପୂଜାରେ ନିମଗ୍ନ ହୋଇପାରନ୍ତି । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍ବ୍ୟବହାର କରିପାରନ୍ତି । ପ୍ରତିଯୋଗିତାରେ ବିଜୟୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । |
![]() |
ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଆର୍ଥିକ କ୍ଷେତ୍ର ନିମ୍ନଗାମୀ ହୋଇପାରେ । ଅନାଟନରେ ପଡ଼ି ମଧ୍ୟ ସ୍ୱାଭିମାନ ବଜାୟ ରଖିବେ । ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ସାହାଯ୍ୟ ପ୍ରାପ୍ତ ହୋଇପାରନ୍ତି । ଭୋଗୀ ହେବେ । |
![]() |
ବନ୍ଧୁ ମିଳନ ଆନନ୍ଦଦାୟକ ହେବ । ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି । ରୁଚିକର ଭୋଜନ ମିଳିବ । ଆନନ୍ଦ ଉପଭୋଗ କରିପାରନ୍ତି । |
![]() |
ଶତ୍ରୁର କାର୍ଯ୍ୟ କଳାପ ଆପଣଙ୍କୁ କ୍ରୋଧିତ କରିପାରେ । ନୈତିକ ବଳରେ ବଳୀୟାନ୍ ହୋଇ ଶତ୍ରୁଦମନ କରିବାରେ ପାରଙ୍ଗମ ହେବେ । ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଶୁଭକାର୍ଯ୍ୟ କରିପାରନ୍ତି । ଋଣପରିଶୋଧ କରିବେ । |
![]() |
ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁ ସମ୍ୱାଦ ପାଇ ମନକୁ ହାଲୁକା କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ପ୍ରଭୂତ ବିତ୍ତର ଅଧିକାରୀ ହୋଇପାରନ୍ତି । ଦୟାଳୁ ସ୍ୱଭାବର ହେବେ । ଶାନ୍ତଶିଷ୍ଟ ଓ ବିଦ୍ୱାନ୍ ହେବେ । |