![]() |
ମନୋବାଞ୍ଛିତ ଫଳପ୍ରାପ୍ତ ହେବେ । ଉଦାର ସ୍ୱଭାବର ହୋଇପାରନ୍ତି । ଦାନଶୀଳ ହେବେ । ସୁସ୍ଥ ଓ ନିରାମୟ ରହିବେ । କୃଷିକର୍ମକାରୀ ହୋଇପାରନ୍ତି । ପ୍ରେମୀ ଓ ବୁଦ୍ଧିମାନ ହେବେ । ଯାନବାହନ ସୁଖ ମିଳିବ । ଭାଇଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ । |
![]() |
ଜନସାଧାରଣଙ୍କ ନେତୃତ୍ୱ ନେଇପାରନ୍ତି । ମନପ୍ରସନ୍ନ ରହିବ । ଈଶ୍ୱର ବିଶ୍ୱାସୀ ହେବେ । ମଧୁର ଭାଷୀ ଭାବେ ଲୋକଙ୍କ ପ୍ରିୟଭାଜନ ହେବେ । ପ୍ରେମୀ ଓ ସାହସୀ ହେବେ । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ । |
![]() |
ଆଶା ଫଳବତୀ ହେବ । ଭାଗ୍ୟଶାଳୀ ହୋଇପାରନ୍ତି । ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ । ସହନଶୀଳ ଓ ଶାନ୍ତିପ୍ରିୟ ହେବେ । ବିଦ୍ୟାପ୍ରେମୀ ହେବା ଆଶା କରାଯାଏ । ପତ୍ନୀଙ୍କ ସହ ସୁଖ ଭୋଗ କରିବେ । ବ୍ୟବସାୟରୁ ଅଧିକ ଲାଭ ମିଳିବ । |
![]() |
ସୁଖ-ସମ୍ମାନ ଲାଭ କରପିାରନ୍ତି । ଐଶ୍ୱର୍ଯ୍ୟ ଯୁକ୍ତ ହେବେ । ମୋକଦ୍ଦମା ଖର୍ଚ୍ଚ ମିଳିବ । ଧନ, ସମ୍ପଦ ଭରପୂର ରହିବ । ରୁଚିକର ଭୋଜନ ପାଇ ଖୁସି ହେବେ । |
![]() |
କର୍ମଚଞ୍ଚଳ ରହିବେ । ଶୁଭକାର୍ଯ୍ୟରେ ଅଧିକ ବ୍ୟୟ କରିପାରନ୍ତି । ଏକାନ୍ତରେ ସମୟ ବିତାଇବାକୁ ଇଚ୍ଛା କରିବେ । ମଧୁର କଥା କହି ପରକୁ ଆପଣାର କରିପାରନ୍ତି । ବାଧା, ବନ୍ଧନକୁ ଏଡ଼ାଇ ଆଗକୁ ବଢ଼ିବେ । ରାଜଯୋଗ ଅଛି । |
![]() |
ଆୟ ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । କର୍ମଚଞ୍ଚଳ ରହିବେ । ଗୃହ ସୁଖ ଓ ଯାନବାହାନ ସୁଖ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । |
![]() |
ଉନ୍ନତିମୂଳକ କାର୍ଯ୍ୟର ଶୁଭାରମ୍ଭ କରିପାରନ୍ତି । ଶ୍ରମସାର୍ଥକ ହେବା ସହ କୁଳଦୀପକ ହେବେ । ଚିତ୍ତପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । |
![]() |
ଜନ ସମ୍ପର୍କ ବୃଦ୍ଧିପାଇବ । ଭାଗ୍ୟଶାଳୀ ହୋଇପାରନ୍ତି । ଭୋଗ-ବିଳାସର ଯୋଗଅଛି । ସୁଖ-ସମୃଦ୍ଧି ପୂର୍ଣ୍ଣ ଜୀବନଯାପନ କରିବେ । ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି । ଦାମ୍ପତ୍ୟଜୀବନ ସୁଖପ୍ରଦ ହେବ । |
![]() |
ସ୍ୱାଭିମାନୀ ହେବେ । ସାମାନ୍ୟ ଥଣ୍ଡା, କଫରେ ପୀଡ଼ିତ ହୋଇପାରନ୍ତି । ସହଯୋଗୀ ବ୍ୟବସାୟରୁ ଲାଭ ପ୍ରାପ୍ତ ହେବେ । ଶାସ୍ତ୍ରପଟୁ ହେବେ । ପୁଣ୍ୟବାନ୍ ହୋଇପାରନ୍ତି । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ । |
![]() |
ଉପୁଜିଥିବା ଅସୁବିଧାକୁ ସୁବୁଦ୍ଧିରେ ପରିଣତ କରିବାରେ ସକ୍ଷମ ହେବେ । ବ୍ୟବସାୟ ଲାଭଜନକ ହେବ । ବେଳେ ବେଳେ ମନରେ ଅହଂଭାବ ଆସିପାରେ । ଶାନ୍ତି ଓ ଧୈର୍ଯ୍ୟବାନ୍ ହେବେ । ପରିବାର ପ୍ରତି ସ୍ନେହ-ସଦିଚ୍ଛା ରହିବ । |
![]() |
ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ବଳିଷ୍ଠ ଓ ଶତ୍ରୁପକ୍ଷଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି । ଗୋ-ବ୍ରାହ୍ମଣ ହିତ ସାଧନା କରି ସୁଖୀ ହେବେ । |
![]() |
ପଠନ-ଲିଖନ ଉପରେ ଧ୍ୟାନ ଦେଇପାରନ୍ତି । କର୍ମଚଞ୍ଚଳ ରହିବେ । ଆକସ୍ମିକ ଧନ ଲାଭର ସମୟ ଉପସ୍ଥିତ । ଲଟେରୀ ଉଠାଣ ଫଳ ସପକ୍ଷରେ ଯିବ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । |