![]() |
ଶ୍ରମର ମୂଲ୍ୟାଙ୍କନ ହୋଇପାରେ । କ୍ରୋଧର ସ୍ଫୁଲିଙ୍ଗଠାରୁ ଦୂରେଇ ରହିବାକୁ ପଡ଼ିବ । ଯାନବାହନ ସୁଖ ମିଳିବ । କୃଷିଜାତ ଦ୍ରବ୍ୟରୁ ଲାଭବାନ୍ ହେବେ । ଗୃହ ପରିବେଶ ବାସ ଉପଯୋଗୀ ହେବ । |
![]() |
ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଭ୍ରାତୃ ଭାବ ଅତୁଟ ରହିବ । ଅଶାନ୍ତି ଦୂର ହେବ । ଦେବ ଦର୍ଶନରେ ଅପାର ଆନନ୍ଦ ମିଳିବ । ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିବେ । |
![]() |
ବ୍ୟବସାୟ ଲାଭଜନକ ହେବ । ଧର୍ମ-କର୍ମ ସମ୍ପାଦନ କରିପାରନ୍ତି । ପାରିବାରିକ ଜୀବନ ସୁଖପ୍ରଦ ହେବ । ବ୍ୟବହାରରେ ନମ୍ରତା ଓ ଶାଳୀନତା ଯୋଗୁଁ ମହନୀୟ ପଦ-ପଦବୀରେ ମଣ୍ଡିତ ହେବେ । |
![]() |
କର୍ମକ୍ଷେତ୍ର ଉତ୍ସାହଜନକ ହେବ । ଆୟ ବୃଦ୍ଧିର ସୂଚନା ମିଳୁଛି । ଲାଭବାନ୍ ହୋଇପାରନ୍ତି । ପ୍ରୀତିଭୋଜନରେ ଆପ୍ୟାୟିତ ହେବେ । ଅନ୍ୟର ଚଲାପଥରେ ଆଲୋକବର୍ତ୍ତିକା ହେବେ । |
![]() |
ଅଧିକ ବ୍ୟୟ ଦୁଶ୍ଚିନ୍ତାର କାରଣ ହୋଇପାରେ । ଏକାନ୍ତବାସକୁ ଇଚ୍ଛା କରିପାରନ୍ତି । ସାହସୀ ଓ ଜ୍ଞାନଗରିମାଯୁକ୍ତ ହୋଇପାରନ୍ତି । ଶତ୍ରୁଙ୍କ ପ୍ରତି ସତର୍କ ରହିବାକୁ ପଡ଼ିବ । କର୍ମଚଞ୍ଚଳ ରହିବେ । |
![]() |
କୌଶଳରେ କାର୍ଯ୍ୟ ହାସଲ କରିପାରନ୍ତି । ସୁଖ, ସମୃଦ୍ଧି ସଂଚରିତ ହୋଇପାରେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ଆୟ ବୃଦ୍ଧିର ସୁଯୋଗ ସୃଷ୍ଟି ହୋଇଛି । ସତ୍କର୍ମରେ ନିଜକୁ ନିୟୋଜିତ କରିବେ । |
![]() |
ନିର୍ବିଘ୍ନରେ ଶୁଭକାର୍ଯ୍ୟ ସମ୍ପାଦିତ ହେବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ପ୍ରଶଂସାର ପାତ୍ର ହୋଇପାରନ୍ତି । ଗୁରୁଭକ୍ତିରସ ଓ ପ୍ରେମରସର ଅଧିକାରୀ ହୋଇପାରନ୍ତି । |
![]() |
କାର୍ଯ୍ୟରେ ସଫଳତା ଲାଭ କରିବେ । ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିପାରନ୍ତି । ପ୍ରତିଯୋଗିତାରେ ବିଜୟୀ ହେବେ । ବିବେକାନୁମୋଦିତ କାର୍ଯ୍ୟକରି ଧର୍ମର ମାର୍ଗ ବାଛିନେବେ । |
![]() |
ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ଜୀବନକୁ ମହାର୍ଘ କରିପାରନ୍ତି । ଅସୁସ୍ଥ ଥିଲେ ବି କାର୍ଯ୍ୟ କ୍ଷେତ୍ରରେ ଅଗ୍ରଗାମୀ ହେବେ । କାର୍ଯ୍ୟ ଫଳପ୍ରସୂ ହେବ । ଯାନବାହନ ଚଳାଚଳରେ ସତର୍କ ରହିବେ । |
![]() |
ସୁଖକର ଘଟଣାମାନ ଘଟିପାରେ । କାର୍ଯ୍ୟ ଫଳପ୍ରସୂ ହେବ । ପୁଣ୍ୟପ୍ରଭା ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ । ସୁସ୍ୱାଦୁ ଭୋଜନ କରିପାରନ୍ତି । ଭକ୍ତିରୂପକ ଅମୂଲ୍ୟ ରତ୍ନକୁ ପାଥେୟ କରିବେ । |
![]() |
ଶତ୍ରୁତାର ଅବସାନ ଘଟାଇ ମାନସିକ ଶାନ୍ତି ଫେରିପାଇବେ । ସୌନ୍ଦର୍ଯ୍ୟପୂର୍ଣ୍ଣ ଅଭିବ୍ୟକ୍ତି ରୂପକ ସାହିତ୍ୟକୁ ଲୋକଲୋଚନକୁ ଆଣିପାରନ୍ତି । ସମର୍ପିତ ଜୀବନ-ଯାପନ ଓ କର୍ମଚଞ୍ଚଳ ହେବେ । |
![]() |
କାର୍ଯ୍ୟ କ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଉପୁଜିଥିବା ସମସ୍ୟାର ସମାଧାନ ହେବ । ସତ୍ଚିନ୍ତାରେ ମଗ୍ନ ହୋଇପାରନ୍ତି । ବିଦ୍ୟାଭ୍ୟାସୀ ହେବେ । ଶ୍ରଦ୍ଧା ଓ ବିଶ୍ୱାସ ରଜ୍ଜୁରେ ଅନୁବନ୍ତ ହେବେ । |
For daily odia rashiphala visit our website daily in the morning. This is compiled from a trusted source.
Odia Calendar 2022
Order Odia Bhagyajyoti Calendar 2022 From OdishaShop.com