![]() |
କଳହଠାରୁ ଦୂରେଇ ରହିବେ । ମନରେ ନୈରାଶ୍ୟ ଭାବ ଜାତ ହୋଇପାରେ । ପ୍ରିୟଭାଷୀ ହେବେ । ଧନଯୁକ୍ତ ହୋଇପାରନ୍ତି । ଶାରୀରିକ ଶକ୍ତି ବୃଦ୍ଧି ହେବ । ମୂଲ୍ୟବାନ ବସ୍ତୁଠୁ ରତ୍ନାଦି ଲାଭ କରିପାରନ୍ତି । |
![]() |
ବହୁ ସୁଖକର ଘଟଣା ଘଟିବ । କର୍ମକ୍ଷେତ୍ରକୁ ଉଜ୍ୱଳମୟ କରି ଗଢ଼ି ତୋଳିବେ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ପ୍ରୀତିଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଆନନ୍ଦ ଉପଭୋଗ କରିବେ । |
![]() |
ବନ୍ଧୁ, ଭ୍ରାତୃ ଓ ପଡ଼ୋଶୀଙ୍କଠାରୁ ସାହାଯ୍ୟ ପ୍ରାପ୍ତ ହେବେ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ । ସୁସମ୍ୱାଦ ପାଇ ଖୁସି ହେବେ । କାର୍ଯ୍ୟବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ କରିପାରନ୍ତି । ଋଣ ପରିଶୋଧ କରିବେ । |
![]() |
ସୁସମ୍ୱାଦ ପାଇ ଖୁସି ହୋଇ ପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ବିଦ୍ୟାର୍ଥୀ ପଢ଼ାପଢ଼ିରେ ମନୋନିବେଶ କରିବେ । ସନ୍ତାନସନ୍ତତି ଲାଭ ହୋଇପାରେ । |
![]() |
ସଙ୍ଗୀତ ପ୍ରିୟ ହୋଇପାରନ୍ତି । ଉପଯୁକ୍ତ କର୍ମାନୁରକ୍ତ ହେବେ । ଯଶ୍ୱସୀ ହେବେ । ଧନଶାଳୀ ହେବା ଆଶା କରାଯାଏ । ସରକାରୀ ସ୍ତରରୁ ଧନ ସହିତ ସମ୍ମାନ ମିଳିବାର ସୁଯୋଗ ଅଛି । ପରୋପକାରୀ ହେବେ । |
![]() |
ଦୁଃସାହସିକ ପଦକ୍ଷେପ ନେଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ପାଇବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଦେବ ଦର୍ଶନ ପାଇଁ ଆତ୍ମସନ୍ତୋଷ ମିଳିବ । ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି । |
![]() |
ଲୋଭଗ୍ରସ୍ତ ହୋଇପାରନ୍ତି । ଦୟାଳୁ ସ୍ୱଭାବର ହେବେ । ବିବିଧ ପ୍ରକାରର ବ୍ୟଞ୍ଜନାନ୍ନ ପାନ କରିପାରନ୍ତି । ତୀର୍ଥ ଗମନର ସୁଯୋଗ ଅଛି । ମନ ପ୍ରସନ୍ନ ରହିବ । ଦୟାଳୁ ଓ ବିନୟୀ ସ୍ୱଭାବର ହେବେ । ଧର୍ମ କାର୍ଯ୍ୟରେ ଧନବ୍ୟୟ କରିପାରନ୍ତି । |
![]() |
କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଧନାଗମର ସୂଚନା ମିଳୁଛି । ଉତ୍ତମ ଗୁଣର ଆଧାର ହୋଇପାରନ୍ତି । କର୍ମ ଚଞ୍ଚଳ ରହିବେ । ନୂଆ ବନ୍ଧୁ ଜୁଟିବେ । ମନ ପ୍ରସନ୍ନ ରହିବ । |
![]() |
କେତେକ କ୍ଷେତ୍ରରେ ଅସନ୍ତୋଷ ବ୍ୟକ୍ତ କରିପାରନ୍ତି । ବିବାଦୀୟ ବିତର୍କରେ ଭାଗନନେଇ ସ୍ଥାନତ୍ୟାଗ କରିପାରନ୍ତି । ଜନହିତକର କାର୍ଯ୍ୟ ଓ ଧନବ୍ୟୟ କରିବେ । ମଧୁର ବଚନରେ ଜନମନ ତୋଷ କରିବେ । ନୀତିନିଷ୍ଠ ହେବେ । |
![]() |
ଶୁଭ ଖବର ପାଇ ଖୁସି ହୋଇପାରନ୍ତି । ଅଧିକ ଜ୍ଞାନ ଓ ଅଭିଜ୍ଞତା ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ଉପଯୁକ୍ତ କର୍ମାନୁରକ୍ତ ହେବେ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । |
![]() |
ଆୟ ଊଣା ହେବ ନାହିଁ । ସୁସମ୍ୱାଦ ପାଇ ଖୁସି ହେବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଛି । ବିବାଦରେ ବିଜୟୀ ହେବେ । |
![]() |
କାର୍ଯ୍ୟରେ ସଫଳତା ମିଳିବ । ଅଧିକ କ୍ଷମତା ହାତକୁ ଆସିବ; ତା’ର ସଦ୍ବ୍ୟବହାର କରି ପ୍ରଶଂସାର ପାତ୍ର ହେବେ । ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିପାରନ୍ତି । ସାହସୀ ହେବେ । କୁଶଳୀ ଓ ବଞ୍ଚିତ କାର୍ଯ୍ୟ କରିପାରନ୍ତି । |