![]() |
ଅଶ୍ୱିନୀ ଓ ଦ୍ୱିଜା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଆବଶ୍ୟକ ପଡୁଥିବା ସହୟତା ମିଳିବ; ତଥାପି ଅର୍ଥ ସଙ୍କଟ ଦେଖା ଦେଇପାରେ । ଦାୟିତ୍ୱବାନ୍ ହେବେ । ବିଦ୍ୟାର୍ଜନ କରିପାରିବେ । ଧାର୍ମିକ ପ୍ରବର ହେବେ । ସୁଖ ପଦ-ପଦବୀ ମିଳିବ । |
![]() |
ରୋହିଣୀ ନକ୍ଷତ୍ର ଜାତବ୍ୟକ୍ତି ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ବହୁ ଶୁଭଫଳ ମିଳିପାରେ । ପ୍ରାଧାନ୍ୟ ବିସ୍ତାର କରିବେ । ସୁଖୀ ହେବେ । ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶାସ୍ତ୍ର ପ୍ରତି ଅନୁରକ୍ତ ରହିବ । କୃତ୍ତିକା ଓ ମୃଗଶିରା ସାମାନ୍ୟ ଶୁଭ । |
![]() |
ଆର୍ଦ୍ରା ନକ୍ଷତ୍ର ଜାତ ବ୍ୟକ୍ତି ଆଶାବାଦୀ ହେବେ । ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି । ଚେଷ୍ଟା ଶୁଭପ୍ରଦ ହେବ । ବିନୟ ଭାବ ପ୍ରକାଶ କରି ଜନସାଧାରଣଙ୍କ ସ୍ନେହର ପାତ୍ର ହେବେ । କୃଷି ବଳରେ ବଳୀୟାନ ହେବେ । ମୃଗଶିରା ଓ ପୁନର୍ବସୁର ସାମାନ୍ୟ ଫଳ । |
![]() |
ପୁଷ୍ୟା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଫୁର୍ତ୍ତି ରହିବ । ଶ୍ରୀଚନ୍ଦ୍ର ଭୋଗ ହେଉ ଥିବାରୁ ରୋଜଗାର ଆଶାନୁରୂପ ହେବ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଆର୍ଦ୍ରା ଓ ପୁନର୍ବସୁ ନକ୍ଷତ୍ର ଜାତ ବ୍ୟକ୍ତି ସାମାନ୍ୟ ଶୁଭଫଳର ଅଧିକାରୀ ହେବେ । |
![]() |
ମଘା ଓ ପୂର୍ବା ଫାଲଗୁନୀ ନକ୍ଷତ୍ର ଜାତ ବ୍ୟକ୍ତି ପାଇଁ ନୂତନ ନିଯୁକ୍ତି ପାଇବାର ସୂଚନା ମିଳୁଛି । ଖର୍ଚ୍ଚାନ୍ତ ହେବେ । ଉତ୍ତରା ଫାଲ୍ଗୁନୀ ନକ୍ଷତ୍ର ଜାତବ୍ୟକ୍ତି ମଧୁର କଥା କହି ବିରୋଧୀମାନଙ୍କୁ ବଶ କରିପାରନ୍ତି । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । |
![]() |
ହସ୍ତା ନକ୍ଷତ୍ର ଜାତ ବ୍ୟକ୍ତି ବ୍ୟବସାୟ ଲାଭଜନକ ହେବ । ତେଜୀୟାନ୍ ହେବେ । ନୀତୀନିଷ୍ଠ ହେବେ । ସତ୍ୟାନୁରକ୍ତ ହୋଇପାରନ୍ତି । ଉପକାରୀ ବନ୍ଧୁଙ୍କ ସାନ୍ନିଧ୍ୟ ପାଇବେ । ଜ୍ଞାନୀ ହୋଇପାରନ୍ତି । ଉତ୍ତରା ଫାଲ୍ଗୁନୀ ଓ ଚିତ୍ରା ନକ୍ଷତ୍ରର ସାମାନ୍ୟ ଶୁଭ । |
![]() |
ସ୍ୱାତୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ପରିଶ୍ରମର ମୂଲ୍ୟ ମିଳିବ । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ଶୁଭ ସମାଚାର ପାଇ ଖୁସି ହେବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଶ୍ରେଷ୍ଠ ସ୍ଥାନ ଅଧିକାର କରିବେ । ଚିତ୍ରା ଓ ବିଶାଖା ନକ୍ଷତ୍ରର ସାମାନ୍ୟ ଶୁଭ । |
![]() |
ଅନୁରାଧା ନକ୍ଷତ୍ର ଜାତ ବ୍ୟକ୍ତି, ପରୋପକାରୀ ହେବେ । ମନରେ ଆନନ୍ଦ ଉଲ୍ଲାସ ଭରି ରହିବ । ସୁସ୍ଥ ଓ ନିରାମୟ ରହିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସନ୍ମାର୍ଗୀ ହେବେ । ପୁଣ୍ୟ ଅର୍ଜନ କରିବେ । ଶାସ୍ତ୍ରଜ୍ଞ ହେବେ । ବିଶାଖା ଓ ଜ୍ୟେଷ୍ଠାର ସାମାନ୍ୟ ଶୁଭ । |
![]() |
ମୂଳା ଓ ପୂର୍ବାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତି ଅଟକି ଥିବା କାର୍ଯ୍ୟରେ ଆଗେଇବେ । ଭାଗୁଆଳି ବ୍ୟବସାୟ ଲାଭଜନକ ହେବ । ସ୍ୱାଭିମାନୀ ହେବେ । ଉତ୍ତରାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ । |
![]() |
ଶ୍ରବଣା ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ବନ୍ଧୁ ସୁଖ ମିଳିବ । ବ୍ୟବସାୟ ଲାଭଜନକ ହେବ । ବନ୍ଧୁଙ୍କ ସହଯୋଗ ପାଇ ବିଶେଷ ଉପକୃତ ହୋଇପାରନ୍ତି । ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ । ଉତ୍ତରାଷାଢ଼ା ଓ ଧନିଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ସାମାନ୍ୟ ଶୁଭଫଳ ମିଳିବ । |
![]() |
ଶତଭିଷା ନକ୍ଷତ୍ର ଜାତ ବ୍ୟକ୍ତି ଅତିଥି ସତ୍କାର ପାଇଁ ତତ୍ପର ରହିବେ । ଧର୍ମ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । ନୀତିନିଷ୍ଠ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ । ଅର୍ଥପ୍ରାପ୍ତ ହେବେ । ଶତ୍ରୁ ବିଜୟୀ ହେବେ । ଧନିଷ୍ଠା ଓ ପୂର୍ବ ଭାଦ୍ର ନକ୍ଷତ୍ରର ସାମାନ୍ୟ ଫଳ । |
![]() |
ଶତଭିଷା ନକ୍ଷତ୍ର ଜାତ ବ୍ୟକ୍ତି ଅତିଥି ସତ୍କାର ପାଇଁ ତତ୍ପର ରହିବେ । ଧର୍ମ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । ନୀତିନିଷ୍ଠ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ । ଅର୍ଥପ୍ରାପ୍ତ ହେବେ । ଶତ୍ରୁ ବିଜୟୀ ହେବେ । ଧନିଷ୍ଠା ଓ ପୂର୍ବ ଭାଦ୍ର ନକ୍ଷତ୍ରର ସାମାନ୍ୟ ଫଳ । |