![]() |
ଗୁରୁଗୌରବ ଲାଭ କରିପାରନ୍ତି। ପତ୍ନୀ ସୁଶୀଳା, ଆଜ୍ଞାକାରିଣୀ ଓ ଶକ୍ଷିତା ହୋଇପାରନ୍ତି। ଲଟେରି ଉଠାଣ ଫଳ ସପକ୍ଷରେ ଯାଇପାରେ। ସନ୍ତାନ, ସନ୍ତତି ଲାଭର ସୂଚନା ମଳୁଛି । |
![]() |
ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। ଆଦର୍ଶବାଦୀ ହେବେ। ପ୍ରଦୂଷଣମୁକ୍ତ ଗୃହବାସ ଉପଯୋଗୀ ହେବ। ଶୌର୍ଯ୍ୟ ଯୁକ୍ତ ହେବେ। ନାନା ସୁଖ ପ୍ରାପ୍ତ ହେବେ। |
![]() |
ଆର୍ଥିକ ସ୍ତଥିକିୁ ଦୃଢ଼ କରପିାରନ୍ତି। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିବ। ଠାକୁରଙ୍କ ଦର୍ଶନ ମିଳିବ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭପ୍ରାପ୍ତ ହେବେ। ଗୁଣବାନ୍ ଓ ସଜ୍ଜନ ହେବେ। |
![]() |
ସ୍ୱକର୍ମ ପାଇଁ ଆଦର, ସମ୍ମାନ ମିଳିବ। ତ୍ୟାଗପୂତ ମନୋବୃତ୍ତିଥିର ହୋଇପାରନ୍ତି । ମତି ମାନ୍ ହେବେ। ବିବିଧ ଧନଯୁକ୍ତ ହେବେ। ଚଞ୍ଚଳମନା ହେବେ। ସହିଷ୍ଣୁହୃଷ୍ଟଚିତ୍ତ ହେବେ। |
![]() |
ସୁଖ-ସମ୍ମାନ ଲାଭ କରପାରନ୍ତି । କୌଶଳରେ କାର୍ଯ୍ୟ ହାସଲ କରିବେ। ଦାମ୍ପତ୍ୟ ଜୀବନ ସଖୁପ୍ରଦ ହେବ। ଆୟ ଉତ୍ତମ ମାନର ହେବ। ସୁ୍ସ୍ୱାଦୁ ଭୋଜନ ମିଳିବ। ସୁସ୍ଥ ରହିବେ। ଚନ୍ତାଧାରା ଉତ୍ତମମାନର ହେବ। |
![]() |
ସାମାନ୍ୟ ଅସସ୍ଥୁତା ଅନୁଭବ କରୁଥିଲେ ବି ଧର୍ମ କାର୍ଯ୍ୟ ସମ୍ପାଦନ କରିବେ। ଆର୍ଥିକ ସ୍ତିତି ନିମ୍ନଗାମୀ ହୋଇପାରେ। କଳହଠାରୁ ଦୂରେଇ ରହିବାକୁଚେଷ୍ଟା କରିବେ। ସାରାଦିନ ସତର୍କରେ ଚଳିବେ। |
![]() |
ଅଯଥା ବତିର୍କରେ ଭାଗ ନ ନେଇ ନୀରବ ଦର୍ଶକ ସାଜପାରନ୍ତି। ମନରେ ଦୁଶ୍ଚିନ୍ତା ଉପୁଜିପାରେ। ପରୋପକାରୀ ହେବେ। ନଜ ସ୍ୱକର୍ମ ପାଇଁ ଲୋକଙ୍କ ଆଦରଣୀୟ ହେବେ। ଭାଷା ଓ ବ୍ୟବହାର ମଧୁର ହେବ। |
![]() |
ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନଜକୁ ନିୟୋଜତ କରପାରନ୍ତି । ବିଭିନ୍ନ ସୂତ୍ର ଅର୍ଥ ପ୍ରାପ୍ତିର ସୂଚନା ମଳୁଛି । ନାନାବିଧ ସମ୍ମାନର ଅଧିକାରୀ ହେବେ। ମନ ପ୍ରସନ୍ନ ରହିବ। |
![]() |
ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ସର୍ବାଙ୍ଗୀନ ଉନ୍ନତି ଆଶା କରାଯାଏ। ମଲ୍ୟବାନ୍ ଦ୍ରବ୍ୟ ପ୍ରାପ୍ତିର ସୂଚନା ମଳିୁ୍ଛି । ଆର୍ଥିକ ସ୍ତିତିରେ ପ୍ରଭୂତ ଉନ୍ନତି ଘଟିବ। ବିବାଦୀୟ ଘଟଣାରେ ବଜୟୀ ହେବେ। |
![]() |
ଦେବଦର୍ଶନର ସୌଭାଗ୍ୟ ଅଛି। ପଦୋନ୍ନତି ଆଶା କରାଯାଏ। ପରିବାର ପ୍ରତିଶ୍ରଦ୍ଧାଭାବ ରହିବ। ଅଧିକ କ୍ଷମତା ହାସଲ କର ତାର୍ ସଦ୍ ବ୍ୟବହାର କରପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରିବେ। |
![]() |
ବହୁ ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂ୍ଳ ରହିଛ। ସୁଖାଦ୍ୟ ପାଇଁ ଆନନ୍ଦ ଉପଭୋଗ କରିବେ। ଅବିବାହିତମାନଙ୍କର ବିବାହ ସମ୍ବନ୍ଧ ସ୍ଥିର ହେବ। |
![]() |
ବନ୍ଧୁ ସହାୟତା ମିଳିବ। ଶତ୍ରୁବନାଶ କରି ମାନସିକ ଶାନ୍ତି ଫେରିପାଇବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ। ସାନଭାଇମାନଙ୍କଠାରୁ ଆଦର ସମ୍ମାନ ମଳିବ। |