![]() |
ଉତ୍ସବାଦିରେ ଯୋଗଦେଇ ଖୁସି ହେବେ । ଗତିରୋଧର ସମ୍ମୁଖୀନ ମୁ ହୋଇପାରନ୍ତି । ମନରେ ଉଦ୍ବେଗ ଜାତ ହୋଇପାରେ । ସତ୍କର୍ମରେ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ଲୋକମାନଙ୍କ ଶ୍ରଦ୍ଧାର ପାତ୍ର ହେବେ । ଭୋଗୀ ହେବେ । |
![]() |
କର୍ମକ୍ଷେତ୍ର ଉତ୍ସାହଜନକ ହେବ । ବନ୍ଧୁ ସୁଖ ମିଳିବ । ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । କାର୍ଯ୍ୟର ସଫଳ ରୂପାୟନ କରି ସନ୍ତୋଷ ଲାଭ କରିବେ । ସତ୍କ୍ରିୟାରୁ ଧନ ମିଳିବ । ସମ୍ମାନିତ ହେବେ । ପ୍ରସନ୍ନତା ମିଳିବ । |
![]() |
କର୍ମତତ୍ପରତା ପ୍ରକାଶ ପାଇବ । ଉତ୍ସାହିତ ଲୋକ କାର୍ଯ୍ୟ ସଂପାଦନ କରିବେ । ସଦ୍ବ୍ୟୟ କରି ଆତ୍ମସନ୍ତୋଷ ଲାଭ କରିବେ । କାର୍ଯ୍ୟରେ ସଫଳତା ମିଳିବ । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହେବ । ସରକାରୀ କୃପା ଲାଭ କରିବେ । କୀର୍ତ୍ତିମାନ୍ ହେବେ । |
![]() |
ପରୋପକାରୀ ହେବେ । ସୌନ୍ଦର୍ଯ୍ୟ ଉପଭୋଗ କରିପାରନ୍ତି । କଳ୍ପନା ବିଳାସୀ ହେବେ । ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଆର୍ଥିକ ସ୍ଥିତିର ଅଭିବୃଦ୍ଧି ଘଟିବ । |
![]() |
ଅସୁସ୍ଥତା ଅନୁଭବ କରିପାରନ୍ତି । ମନରେ ବିରକ୍ତଭାବ ଉଦ୍ରେକ ହୋଇପାରେ । ଖର୍ଚ୍ଚାନ୍ତ ହେବେ । ସମର୍ଥକ ମାନେ ଓହରି ଯାଇପାରନ୍ତି । ଯୁଗ୍ମ-ବ୍ୟବସାୟ ଲାଭଜନକ ହେବ । ମାନସିକ ଅଶାନ୍ତି ଦୂର ହେବ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କତା ଆବଶ୍ୟକ । |
![]() |
ଗୃହରେ ଜଞ୍ଜାଳ ବୃଦ୍ଧି ହେଲେ ବି ତାହା ସୁଖଦାୟକ ହେବ । ବନ୍ଧୁ ମିଳନ ଘଟିବାର ସୁଯୋଗ ଅଛି । ଅର୍ଥ ଲାଭର ସୁଯୋଗ ଅଛି । ଦ୍ରବ୍ୟ ଲାଭ ହୋଇପାରେ । କର୍ମକ୍ଷେତ୍ରରେ ଉନ୍ନତି ଘଟିବ । ପତି-ପତ୍ନୀଙ୍କ ସ୍ନେହ-ମମତା ଆଦର୍ଶମୂଳକ ହେବ । |
![]() |
ବନ୍ଧୁମେଳରେ ଅପ୍ରିୟ ହୋଇପାରନ୍ତି । ଶତ୍ରୁ ଉପରେ କଡ଼ା ନଜର ରଖିଲେ ବିପଦମୁକ୍ତ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁସ୍ଥ ନିରାମୟ ଜୀବନଯାପନ କରିବେ । ବଳିଷ୍ଠ ଓ ଶତ୍ରୁହନ୍ତା ହେବେ । ସନ୍ମାର୍ଗୀ ହେବେ । ସୁଖ ମିଳିବ । |
![]() |
ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ବିଚାର-ବିମର୍ଷ ଦ୍ୱାରା କାର୍ଯ୍ୟ କଲେ ସଫଳତା ମିଳିବ । ବସ୍ତ୍ର-ଭୂଷଣ ଲାଭ ହୋଇପାରେ । ବାଧାବିଘ୍ନର ସମ୍ମୁଖୀନ ହୋଇ ବି, କାର୍ଯ୍ୟରେ ସଫଳତା ଲାଭ କରିବେ । ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ । |
![]() |
ଉପୁଜିଥିବା ଜଟିଳ ସମସ୍ୟାର ସସମାଧାନ ହେବ । ଘାତଚନ୍ଦ୍ର ଭୋଗ ହେତୁ ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି । ଧର୍ମ ପରାୟଣ ହେବେ । ମଧୁର ସମ୍ଭାଷଣରେ ଜନତାଙ୍କୁ ବଶ କରି ପାରନ୍ତି । ସର୍ବାଙ୍ଗୀନ ଉନ୍ନତି ହେବ । ସାମାଜିକ ସ୍ୱିକୃତି ମିଳିବ । |
![]() |
ଚାପରେ ପଡ଼ି କାର୍ଯ୍ୟ କରିବାକୁ ବାଧ୍ୟ ହେବେ । କୃତୀ ପ୍ରତିଯୋଗୀ ଭାବେ ପରୁସ୍କୃତ ହୋଇପାରନ୍ତି । ଯଶସ୍ୱୀ ହେବେ । ବିବାଦରେ ବିଜୟୀ ହେବେ । ସରକାରଙ୍କ ଦୟାର ପାତ୍ର ହୋଇପାରନ୍ତି । କରିତ୍କର୍ମା ହେବେ । |
![]() |
ଯୋଜନା କାର୍ଯ୍ୟକାରୀ ହେବ; ମାତ୍ର ବିଳମ୍ୱିତ ହୋଇପାରେ । ସାଧନାରେ ସିଦ୍ଧିଲାଭ କରିବେ । ଦେଖାଦେଇଥିବା ବିପଦ ଦୂର ହେବ । ଭାଗ୍ୟଶାଳୀ ହେବେ । ଧନାଗମ ହେବାର ସୂଚନା ମିଳୁଛି । ଚଞ୍ଚଳମନା ହେବେ । ସହିବା ଗୁଣ ଅଧିକ ରହିବ । |
![]() |
ପାରିବାରିକ ଜୀବନ ସୁଖ-ଶାନ୍ତି ପୂର୍ଣ୍ଣ ହେବ । ଶ୍ରୀଚନ୍ଦ୍ର ଭୋଗ ହେତୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଆୟ-ରୋଜଗାର ଖୁବ୍ ଭଲ ହେବ । ସରକାରୀ କିମ୍ବା ବନ୍ଧୁ ସହାୟତା ଲାଭବାନ୍ ହେବେ । ଚିନ୍ତାଧାରା ଉନ୍ନତମାନର ହେବ । ନୂଆ ବନ୍ଧୁ ଜୁଟିବେ । |