 |
ଧନବାନ୍ ହେବେ । ଗୁଣଜ୍ଞ ହୋଇପାରନ୍ତି । ଉପାର୍ଜନ ଊଣା ହେବ ନାହିଁ । ବଳିଷ୍ଠ ହେବେ । ଆକର୍ଷଣୀୟ ସ୍ୱାସ୍ଥ୍ୟ ସମ୍ପଦଯୁକ୍ତ ହେବେ । ସୌଭାଗ୍ୟ ସମ୍ପନ୍ନ ହୋଇପାରନ୍ତି । ସମ୍ମାନ ମିଳିବ । ସ୍ତ୍ରୀ, ପୁତ୍ର, ପ୍ରୀତିପନ୍ନା ହେବେ । ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି । |
 |
ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । କାର୍ଯ୍ୟରେ ମାନ୍ଦାବସ୍ଥା ଲାଗି ରହିବ । ଧର୍ମ-କର୍ମ ସଂପାଦନ କରିପାରନ୍ତି । ଦେବ, ଗୁରୁ, ଦ୍ୱିଜଭକ୍ତ ହୋଇପାରନ୍ତି । ଶୁଚ୍ଚି ଓ ସୁଖୀ ହେବେ । ନିଜ ବଳାର୍ଜିତ ସମ୍ପତ୍ତି ଭୋଗ କରିବେ । ପତ୍ନୀଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହୋଇପାରନ୍ତି । |
 |
ଆୟ ପରିମାଣ ବୃଦ୍ଧି ପାଇବ । ସତ୍କର୍ମରେ ସ୍ୱଇଚ୍ଛାରେ ବ୍ୟୟ କରିପାରନ୍ତି । ଆରୋଗ୍ୟ ହେବେ । ଆର୍ଥିକ ସ୍ଥିତି ସୁଦୃଢ଼ ରହିବ । ବ୍ୟବସାୟ ଲାଭଜନକ ହେବ । ମାନ୍ୟତା ପ୍ରାପ୍ତ ହୋଇପାରନ୍ତି । ସରକାରଙ୍କ କୃପାପାତ୍ର ହେବେ । ଜନସାଧାରଣଙ୍କ ଆଦରଣୀୟ ହେବେ । |
 |
କାର୍ଯ୍ୟରେ ସଫଳତା ଲାଭ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁମିଷ୍ଟ ଭୋଜନରୁ ତୃପ୍ତି ମିଳିବ । ମାତୃ ଧନ ପ୍ରାପ୍ତିର ସୂଚନା ମିଳୁଛି । ସରକାରୀ ଅର୍ଥ ମିଳିବ । ଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ । ବହୁବିଧ ଧନଯୁକ୍ତ ଓ ଗୁଣଜ୍ଞ ହେବେ । |
 |
ପରୋପକାରୀ ହେବେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଆନନ୍ଦ-ଉତ୍ସବ ଲାଗି ରହିବ । କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିପାରନ୍ତି । ସର୍ବାଙ୍ଗୀଣ ଉନ୍ନତ ହେବ । କାର୍ଯ୍ୟ ବିଳମ୍ୱିତ କଲେ ବାଦାନୁବାଦର ସମ୍ମୁଖୀନ ହେବେ । ପୁଣ୍ୟବାନ୍ ହେବେ । |
 |
ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଚୌର ଭୟ ରହିଛି । ଶତ୍ରୁ ଦାଉ ସାଧିବାକୁ ଚେଷ୍ଟା କରିବେ । ଚିତ୍ତ ଅସ୍ଥିର ରହିପାରେ । ପତ୍ନୀ ଆସନ୍ନ ପ୍ରସବା ଥିଲେ କନ୍ୟା ସନ୍ତାନ ଜନ୍ମ ନେଇପାରେ । ଦାତା, ଭୋକ୍ତା, ଗୁଣବାନ୍, ଧନୀ ଓ ମାନୀ ହୋଇପାରନ୍ତି । |
 |
ବନ୍ଧୁ ମିଳନ ଘଟିବାର ସୁଯୋଗ ସୃଷ୍ଟି ହୋଇଛି । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ବୃଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିବେ । ନୈତିକତା ବୃଦ୍ଧି ହେବ । ଗୁଣବତୀ ପତ୍ନୀର ସହାୟତା ମିଳିବ । ବିବିଧ ଧନଯୁକ୍ତ ହେବେ । ସ୍ୱଭାବ ବିନୀତ ହେବ । |
 |
ଆନନ୍ଦ ଉଲ୍ଲାସରେ ସମୟ ବିତାଇ ପାରନ୍ତି । ସତ୍କର୍ମରେ ବ୍ୟୟ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶତ୍ରୁ ବିନାଶ କରିପାରନ୍ତି । ହର୍ଷଯୁକ୍ତ, ବିଶୁଦ୍ଧ ଭାଷୀ, ଧନଶାଳୀ ଓ ମୂଲ୍ୟବାନ ମୁକ୍ତା, ଧାତୁ ପ୍ରାପ୍ତ ହେବେ । ଶରୀର ଅସୁସ୍ଥ ରହିବ । |
 |
ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ । ଦେବ ଦର୍ଶନର ସୁଯୋଗ ଅଛି । କର୍ମ କୁଶଳତା ପ୍ରକାଶ ପାଇବ । ଆତ୍ମ ସନ୍ତୋଷ ଲାଭ କରିବେ । ଚିନ୍ତାଧାରା ଉନ୍ନତମାନର ହେବ । ବିଭିନ୍ନ କ୍ଷେତ୍ରରେ ପ୍ରଶଂସିତ ହେବେ । ପୁତ୍ର ଓ ପତ୍ନୀଙ୍କ ପାଇଁ ଶୁଭଫଳ ଚିନ୍ତା କରିବେ । |
 |
ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ସମସ୍ୟା ଦେଖା ଦେବ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । କୃଷିକାର୍ଯ୍ୟ ଉପରେ ଧ୍ୟାନ ଦେବେ । ସୁଖ ଭୋଗ କରିପାରନ୍ତି । ଉତ୍ତମ ଗୃହ ପ୍ରାପ୍ତ ହେବେ । ଧର୍ମପ୍ରିୟ ହେବେ । ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଶିଳ୍ପ ପାରଦର୍ଶୀ ହେବେ । |
 |
ସାମୟିକ ଭାବେ ଧୈର୍ଯ୍ୟ ହାନି ଘଟି ପାରେ । ଧନ ପ୍ରାପ୍ତିର ସୁଯୋଗ ଅଛି । ପାରିବାରିକ ସୁଖ ମିଳିବ । ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ଶତ୍ରୁ ଉପରେ ବିଜୟ ଲାଭ କରିବେ । ବିଧି-ବିଧାନରେ ପ୍ରସିଦ୍ଧି ଲାଭ କରିବେ । ଦାନୀ ଓ ସର୍ବକଳାରେ ଦକ୍ଷ ହେବେ । |
 |
କାର୍ଯ୍ୟ ହାସଲ ପାଇଁ ପ୍ରତୀକ୍ଷା କରିବାକୁ ପଡ଼ିବ । ଅର୍ଥ ଲାଭର ସୂଚନା ମିଳୁଛି । ମିତ୍ରତା ବୃଦ୍ଧି ହେବ । ବିଭିନ୍ନ ଦିଗରୁ ଧନାଗମ ହେବ । ତ୍ୟାଗଶୀଳ ହେବେ । ନୀତଜ୍ଞ ହୋଇପାରନ୍ତି । ବିବିଧ ଧନଯୁକ୍ତ ହେବେ ।, ଚଞ୍ଚଳମନା, ହୃଷ୍ଟଚିତ୍ତ ଓ ଅତି ସୁଖୀ ହେବେ । |
For daily odia rashiphala visit our website daily in the morning. This is compiled from a trusted source.
Comments
comments