![]() |
ସମାଜସେବାରେ ନିଜକୁ ନିୟୋଜିତ ପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ ହେବେ। ବ୍ୟବସାୟ ଲାଭଜନକ ହେବ। ପୁଣ୍ୟପ୍ରଭା ପତ୍ନୀଙ୍କ ଉପଦେଶ ଶୁଭଦାୟକ ହେବ ।ସ୍ୱକର୍ମ ପାଇଁ ଗର୍ବିତ ହେବେ। |
![]() |
ସତ୍ ଚିନ୍ତା ଯୋଗୁଁ ଅପୂର୍ଣ୍ଣତାରୁ ପ୍ରାପ୍ତ ହେବେ। ସତକର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସମୃଦ୍ଧିର ମୂଳଦୂଆ ପଡିବ। ଶତ୍ରୁମାନେ ଆପଣାଛାଏଁ ଅପସରି ଯିବେ। ଆଦର୍ଶବାଦୀ ହେବେ। |
![]() |
କର୍ମ ଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ । ଆକସ୍ମିକ ଧନ ଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ।ଧାର୍ମିକ ତେଜସ୍ୱୀ ଓ ଉତ୍ତମବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । |
![]() |
ଉଦାର ପ୍ରକୃତିର ହେବେ। ଦାନ ଧର୍ମରେ ଦୀକ୍ଷିତ ହୋଇପୋରନ୍ତି । ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷି କର୍ମରୁ ଲାଭବାନ୍ ହେବେ। ପ୍ରେମୀ ଓ ବୁଦ୍ଧିମାନ୍ ହେବେ। |
![]() |
ମନରେ ପ୍ରସନ୍ନତା ଭାବ ଉଦ୍ରେକ ହୋଇପାରେ। ଈଶ୍ବରୀୟ ଚେତନାରେ ଉଦ୍ବୃଦ୍ଧ ହୋଇପୋରନ୍ତି। ଭାଷା ଓ ବ୍ୟବହାର ମଧୁର ହେବ। ପ୍ରେମୀ ଓ ସାହାସୀ ହେବେ। ଭାତୃ ଭାବ ଅତୁଟ ରହିବ। ସର୍ବତ୍ର ବିଜୟୀ ହେବେ। |
![]() |
ଭାଗ୍ୟ ଦେବୀ ପ୍ରସନ୍ନ ଅଛନ୍ତି। ଉତ୍ତମବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ମଧୁରଭାଷୀ ,ସହନଶୀଳ ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆ ବନ୍ଧୁଙ୍କ ସହାୟତା ମିଳିବ। |
![]() |
କର୍ମ କ୍ଷେତ୍ରରେ ପଦୋନ୍ନତିର ସୁଯୋଗ ଅଛି। ବ୍ୟବସାୟ ଲାଭଜନକ ହେବ। ଐଶୂର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି । ମାଲିମୋକଦମାରେ ବିଜୟୀ ହେବେ ।ଧନଲାଭ ହେବ। ଶାସ୍ତ୍ର ହେବେ । |
![]() |
ସାଧ୍ନାରେ ସିଦ୍ଧିପ୍ରାପ୍ତ ପାଇଁ ନିର୍ଭରଶୀଳ ନ ହୋଇ ଈପ୍ସିତ କର୍ମର ଆନୁଗାମୀ ହେବେ। ମଧୁର ଭାଷା ଓ ବ୍ୟବହାର କରି ପର କୁ ଆପଣାର କରି ପାରନ୍ତି ନୂତନ ଯୋଜନା ପାଇଁ ଅଧିକ ବ୍ୟୟ କରି ପାରନ୍ତି । |
![]() |
ସୁସ୍ଥ ଓ ନିରାମୟ ରହିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି ।କର୍ମଚଞ୍ଚଳ ରହିପାରନ୍ତି ।ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଓ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । କରିତକର୍ମୀ ହେବେ। |
![]() |
କୂଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସଭାବର ହେବେ ।ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ନିଜ ପରିବାର ପ୍ରତି ସ୍ନେହ ସଦିଛା ଭାବ ରହିବ। ସୁଖୀ ହେବେ। |
![]() |
ଭାଗ୍ୟଶାଳୀ ହେବେ । ଅନ୍ୟର ପେତ ଚିହ୍ନିବାର ଶକ୍ତି ସମ୍ପନ୍ନ ହେବେ। ଜୀବନକୁ ସହଜ ଭାବେ ଗ୍ରହଣ କରିବାର ପ୍ରବୃତ୍ତିଯୁକ୍ତ ହେବେ। ବିଦ୍ୱାନ୍ ,ସାହାସୀ ଓ ସମତିବାନ୍ ହେବେ। ଦିନଟି ସୁଖ ସମୃଦ୍ଧିପୂର୍ଣ୍ଣ ହେବ। |
![]() |
ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଆଶା ମରୁଭୂମିର ମରୀଚିକା ପରି ଛଳ୍ନାମୟୀ ହୋଇପାରେ। ସ୍ୱାଭିମାନୀ ହେବେ। ବ୍ୟବସାୟ ଲାଭଜନକ ହେବ। ଶୁଭ କାର୍ଯ୍ୟ ସ୍ଥଗିତ ରଖିପାରନ୍ତି। |