![]() |
ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ବନ୍ଧୁମାନେ କାର୍ଯ୍ୟରେ ବାଧା ଉପୁଯାଇ ପାରନ୍ତି; ମାତ୍ର ଆକସ୍ମିକ ଧନଲାଭ ହେବ । ଚଞ୍ଚଳ ଚେଷ୍ଟିତ ହେବେ । ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ । |
![]() |
ସରଳ ପ୍ରକୃତିର ହେବେ । ଦାନ-ଧର୍ମକୁ ଆଦରି ନେଇପାରନ୍ତି । ବ୍ୟକ୍ତି ବିଶେଷ ଭାବେ ଆଦରଣୀୟ ହେବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । କୃଷି କର୍ମକାରୀ ହେବେ । ବୁଦ୍ଧିମାନ୍ ହେବେ । ଯାନବାହାନସୁଖ ମିଳିବ । |
![]() |
ଦାୟିତ୍ୱବାନ୍ ହେବେ । ନିଜର ଅଧିକାର ସାବ୍ୟସ୍ତ କରିପାରନ୍ତି । ପରିଶ୍ରମର ମୂଲ୍ୟ ମିଳିବ । ମନ ପ୍ରସନ୍ନ ରହିବ । ଧାର୍ମିକ ବ୍ୟକ୍ତିଭାବେ ପୂଜ୍ୟ ହୋଇପାରନ୍ତି । ପ୍ରେମୀ ଓ ସାହସୀ ହେବେ । ଭ୍ରାତୃସ୍ନେହ ମିଳିବ । |
![]() |
ଯେତେ ନିର୍ଯାତନା ମିଳିଲେ ବି ସବୁ ସହି ଯିବେ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ଭଗ୍ୟଶାଳୀ ହୋଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ମିଷ୍ଟଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ । |
![]() |
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟର ମାତ୍ରା ବୃଦ୍ଧି ହେବ । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଐଶ୍ୱର୍ଯ୍ୟଯୁକ୍ତ ହେବେ । ରଣାଙ୍ଗନରେ ପାରଦର୍ଶିତା ଦେଖାଇବେ । ମୋକଦ୍ଦମାରେ ବିଜୟୀ ହେବେ । ଧନଲାଭ ହେବ । |
![]() |
ପାରିବାରିକ ଜୀବନ ସୁଖମୟ ହେବ । ବ୍ୟୟର ପରିମାଣ ଅଧିକ ହେବ । ଥଣ୍ଡା-କଫ ଜନିତ ପୀଡ଼ା ଅନୁଭବ କରବେ । ଚଞ୍ଚଳ ସ୍ୱଭାବର ହେବେ । ପ୍ରିୟଭାଷୀ ହୋଇପାରନ୍ତି । ଧର୍ମ-ଧାରଣାରେ ସମର୍ପିତ ହେବେ । ସାହସୀ ଓ ଜ୍ଞାନୀ ହେବେ । |
![]() |
ସୁଖ-ସମ୍ମାନ ଲାଭ କରିପାରନ୍ତି । ଯଶସ୍ୱୀ ହେବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରବେ । ଲୋକପ୍ରିୟତା ଅର୍ଜନ କରବେ । ଚଞ୍ଚଳ ପ୍ରକୃତରି ହୋଇପାରନ୍ତି । ସରକାରୀସ୍ତରରେ ସମ୍ମାନିତ ହୋଇପାରନ୍ତି । ଜ୍ୟୋତିଷ ବିଦ୍ୟାପ୍ରତି ରୁଚି ରହିବ । |
![]() |
କର୍ମଚଞ୍ଚଳ ରହବେ । କୁଳମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହେବେ । ମନରେ ପ୍ରସନ୍ନ ଭାବ ଦେଖା ଦେଇପାରେ । ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିପାରନ୍ତି । ଦୟାର ଅବତାର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ପାରିବାରିକ ସୁଖ ମିଳିବ । |
![]() |
ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗ ବିଳାସରେ ଅତିବାହତି କରବେ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି । ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ ଓ ସମ୍ପତ୍ତିବାନ ହେବେ । |
![]() |
ବାଧ୍ୟତାର ବଶବର୍ତ୍ତୀ ହୋଇପାରନ୍ତି । ସୁଖରେ ବାଧା ଉପୁଜି ପାରେ । ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଯୋଗଁ ସତର୍କ ହେବେ । |
![]() |
ପଡ଼ୋଶୀଙ୍କ ପାଇଁ ଚିନ୍ତିତ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସେବାମୂଳକ କାର୍ଯ୍ୟ କରି ଆତ୍ମସନ୍ତୋଷ ଲାଭ କରବେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ଉପଦେଶ ଲାଭପ୍ରଦ ହେବ । |
![]() |
ଦୂରଯାତ୍ରା ଲାଭଦାୟକ ହେବ । ମନୋବଳ ଦୃଢ଼ ରହିବ । ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ । ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି । ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ ଲାଭ କରବେ । ଚକ୍ଷୁରେ ପୀଡ଼ା ଅନୁଭବ କରିପାରନ୍ତି । |